IBN ଓଡ଼ିଶା ବ୍ୟୁରୋ
-
ଥଣ୍ଡାଦିନେ ଏଭଳି ପ୍ରସ୍ତୁତ କରନ୍ତୁ ଭେରାଇଟି ସୁପ୍, ସ୍ବାଦ ସହ ଶରୀରକୁ ଦେବ ଅନେକ ଫାଇଦା
ଥଣ୍ଡାଦିନେ ସୁପ୍ ପିଇବା ଳାଭକାରୀ ହୋଇଥାଏ। ଥଣ୍ଡା-ଜ୍ବର ଏବଂ ସଂକ୍ରମଣ ରୋଗରୁ ଆରାମ ପାଇବା ପାଇଁ ଗରମ ଗରମ ସୁପ୍ ଶରୀର ପାଇଁ ଲାଭକାରୀ ହୋଇଥାଏ। ସୁପ୍…
Read More » -
ସ୍ପଂଡିଲାଇଟିସ ସମସ୍ୟା ନେଇ ଚିନ୍ତିତ କି ତେବେ କରନ୍ତୁ ଏହି ଯୋଗ, ଅଳ୍ପ ଦିନରେ ପାଇବେ ଆରାମ
ଆଜିକା ସମୟରେ ସ୍ପଂଡିଲାଇଟିସ ରୋଗକୁ ନେଇ ପ୍ରାୟ ଅଧିକ ଲୋକ ଚିନ୍ତାଗ୍ରସ୍ଥ । ଅଫିସରେ କମ୍ପୁଟର ସାମ୍ନାରେ ବସି ଦୀର୍ଘ ଧରି କାମ କରିବା ପାଇଁ ହେଉ…
Read More » -
ଗରମ ପାଣି ପିଇବା ହୋଇପାରେ କ୍ଷତିକାରକ, ଧ୍ଯାନରେ ରଖନ୍ତୁ ଏହି ସବୁ କଥା
ଗରମ ପାଣି ପିଇବାର ଲାଭ ବିଷୟରେ ତ ଆପଣମାନେ ଜାଣିଥିବେ। ଓଜନ କମ କରିବା ଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ଯ ସମସ୍ଯା ପାଇଁ ଗରମ ପାଣି…
Read More » -
କଣ ଆପଣ ବି ଶୀଘ୍ର ଥକି ପଡୁଛନ୍ତି କି ? ଅଳ୍ପ କିଛି କାମ କଲେ ହାଲିଆ ହେଇ ଯାଉଛନ୍ତି କି ? ଆପଣଙ୍କୁ ବହୁ ସମୟରେ ଭୋକ ମଧ୍ୟ ଲାଗୁନାହିଁ ଓ କମ ସମୟ ଭିତରେ ହାଲିଆ ଲଗୁଛି | କଣ ଏହା ପଛର ପ୍ରକୃତ କାରଣ କଣ ଆପଣ ଜାଣିଛନ୍ତି ? ଏହା ପଛର ପ୍ରକୃତ କାରଣ ହେଉଛି ଆପଣଙ୍କ ଶରୀରର ଷ୍ଟାମିନା କମିବା । ଏହି ଷ୍ଟାମିନାର ପରିମାଣ ଶରୀରରେ କମ ହେଲେ ବ୍ୟକ୍ତିଙ୍କୁ ଶୀଘ୍ର ଥକ୍କା ଲାଗିଥାଏ । କିନ୍ତୁ ହୁଏତ ଏହି ଷ୍ଟାମିନା ମାନେ କଣ ଆପଣ ଜାଣି ନ ଥିବେ । ଏହା ହେଉଛି ଆପଣଙ୍କ ଶରୀରର ଅନ୍ତରୀଣ ଶକ୍ତି । ଯାହାକି ମନୁଷ୍ୟକୁ ବିଭିନ୍ନ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ । ଏହାର ଅଭାବ ହେଲେ ମଣିଷ ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇପଡେ । ବହୁ ଲୋକ ଷ୍ଟାମିନା ମାନେ କେବଳ ଶାରୀରିକ ଶକ୍ତି ବୋଲି ଭାବୁଥିବା ବେଳେ ମାନସିକ ଶକ୍ତି ବୃଦ୍ଧିରେ ମଧ୍ୟ ଏହାର ଆବଶ୍ୟକତା ପଡିଥାଏ । ବିଭିନ୍ନ ପୋଷାକ ତତ୍ତ୍ୱ ଭରା ଖାଦ୍ୟ ଖାଇଲେ ମଣିଷ ଶରୀରର ଷ୍ଟାମିନା ବୃଦ୍ଧି ହୋଇପାରିଥାଏ । ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ଶରୀରର ଷ୍ଟାମିନା କମ ଅଛି ବୋଲି: -ଶିଢ଼ି ଚଢିବା ସମୟରେ ହାଲିଆ ଲାଗିବା -ଅଳ୍ପ କିଛି ବାଟ ଚାଲିକି ଗଲେ ହାଲିଆ ଲାଗିବା -ଅଧିକ ସମୟ ଧରି କୌଣସି କାମ ଲଗାତାର କରି ନ ପାରିବା -ଶରୀରରୁ ଅଧିକ ଝାଳ ବୋହିବା -ଭୋକ ନ ଲାଗିବା ଓ ଶୀଘ୍ର ନିଦ ଆସିବା -ସମୟ ସମୟରେ ମୁଣ୍ଡ ବୁଲାଇବା -ହାତ ପାଦରେ ଦରଜ ଅନୁଭବ କରିବା -ତେବେ ଆସନ୍ତୁ ଜାଣିବା କେଉଁ କେଉଁ ବିଶେଷ କାରଣ ଯୋଗୁଁ ଶରୀରରେ ଏପରି ଲକ୍ଷଣ ମାନ ଦେଖାଯାଇଥାଏ । stamina ଏହା ସହ ପଢନ୍ତୁ: ଘରକୁ ଦୁର୍ଭାଗ୍ୟ ଆଣିଦିଏ ଏହିସବୁ ଛୋଟ କଥା, କେବେ ବି କରନ୍ତୁ ନାହିଁ ଅଣଦେଖା ୧. କମ ଶୋଇବା: ଦିନ କୁ ଯେଉଁ ବ୍ୟକ୍ତି ଅତି କମରେ ୭ ରୁ ୮ ଘଣ୍ଟା ସୋଇନଥାନ୍ତି । ସେମାନଙ୍କ ଶରୀରର ଷ୍ଟାମିନା ସମୟ କ୍ରମେ କମିଯାଇଥାଏ । ୨. କମ ପାଣି ପିଇବା: ଗୋଟେ ଦିନରେ ଆବଶ୍ୟକ ମୁତାବକ ପାଣି ନ ପିଇଲେ ମଧ୍ୟ ଶରୀରର ଷ୍ଟାମିନା କମିଯାଇଥାଏ । କାରଣ ଆମେ ଖାଉଥିବା ଖାଦ୍ୟ ଭଲରେ ହଜମ ହୋଇପାରିନ ଥାଏ । ୩.କାର୍ବୋହାଇଡ୍ରେଟ କମିବା: କାର୍ବୋହାଇଡ୍ରେଟ ମଧ୍ୟ ଶରୀର ଷ୍ଟାମିନା ବୃଦ୍ଧିରେ ବିଶେଷ ଭୂମିକା ନିଭେଇ ଥାଏ । ତେଣୁ ନିଜ ଖାଦ୍ୟ ପ୍ରତି ସବୁବେଳେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । ୪.ଶରୀରରେ ଯଦି ଆଇରନ, ପ୍ରୋଟିନ ପରି ଜରୁରୀ ତତ୍ତ୍ୱ ଗୁଡିକ ମଧ୍ୟ ଶରୀର ଷ୍ଟାମିନା ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ ।
ଆମ୍ଭେମାନେ ଘର ସଜାଇବା ପାଇଁ ବେଳେ ବେଳେ କାନ୍ଥରେ ଫଟୋ ଲଗାଇଥାଉ। ଯାହା ଘରକୁ ଆକର୍ଷଣୀୟ ଲୁକ୍ ଦେଇଥାଏ। ଅନେକ ଫଟୋ ଏପରି ରହିଥାଏ ଯେ ଯାହା…
Read More » -
କଣ ଆପଣ ଶୀଘ୍ର ଥକି ଯାଉଛନ୍ତିକି, ତେବେ ଜାଣନ୍ତୁ ଏହା ପଛର କାରଣ
କଣ ଆପଣ ବି ଶୀଘ୍ର ଥକି ପଡୁଛନ୍ତି କି ? ଅଳ୍ପ କିଛି କାମ କଲେ ହାଲିଆ ହେଇ ଯାଉଛନ୍ତି କି ? ଆପଣଙ୍କୁ ବହୁ ସମୟରେ…
Read More » -
ବିନା କାରଣରେ ସରି କହିବା ଆପଣଙ୍କୁ ଅନ୍ୟ ପାଖରେ କରିଦିଏ ଶସ୍ତା, ତେଣୁ ଆଜି ହିଁ ଛାଡ଼ନ୍ତୁ ଏହି ବଦଭ୍ୟାସ
କିଛି ଲୋକଙ୍କ ସବୁକଥାରେ କ୍ଷମା ମାଗିବା ଅଭ୍ୟାସ ଥାଏ। ଠିକ୍ କରିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳିବା ପାଇଁ ସେମାନେ ନିଜ ମୁଣ୍ଡ ଉପରକୁ ସବୁ ଦୋଷ ନେଇଯାଇଥାନ୍ତି।…
Read More » -
ଏହି ୩ଟି ରୋଗ ହୋଇଥିଲେ ଆଦୌ ଖାଆନ୍ତୁନି ଫୁଲକୋବି, ବଢ଼ିପାରେ ସମସ୍ୟା
ଶୀତଋତୁରେ ବଜାରରେ ବିଭିନ୍ନ ପ୍ରକାରର ପନିପରିବା ଦେଖିବାକୁ ମିଳେ। କିନ୍ତୁ ଏହି ଦିନେ ଲୋକମାନେ ଫୁଲକୋବିକୁ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି। ଅନ୍ୟଦିନମାନଙ୍କ ଅପେକ୍ଷା ଶୀତଦିନେ ଫୁଲକୋବିର…
Read More » -
ଅମାବାସ୍ୟାରେ ଆପଣ ଯାହା ମାଗିବେ ସବୁ ହେବ ପୂର୍ଣ୍ଣ, କେବଳ କରିବାକୁ ହେବ ସହଜ ଉପାୟ
ସବୁ ମାସରେ ଦୁଇଟି ପକ୍ଷ ଥାଏ, ଗୋଟିଏ ହେଉଛି ପୂର୍ଣ୍ଣିମା ଏବଂ ଅନ୍ୟଟି ହେଉଛି ଅମାବାସ୍ୟା। ଏହି ଦୁଇ ଦିନର ଜ୍ୟୋତିଷ ଶାସ୍ତ୍ରରେ ବହୁତ ବଡ ମହତ୍ତ୍ୱ…
Read More » -
ସ୍ୱପ୍ନରେ ବଜରଙ୍ଗବଲୀଙ୍କୁ ଦେଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ
ଶାସ୍ତ୍ରରେ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଏଭଳି ଏକ ଉପାୟ ରହିଛି ଯାହା ଦ୍ୱାରା ଭଗବାନ ବଜରଙ୍ଗବଲୀ ସ୍ୱପ୍ନରେ ଆସି…
Read More » -
ଆପଣଙ୍କ ଚାରିପାଖେ ବି ରହୁଛି କି ନକରାତ୍ମକ ଉର୍ଜା, ଏଭଳି ଭାବେ କରନ୍ତୁ ପ୍ରତିକାର
ବିନା କାରଣରେ ଆପଣଙ୍କର କାହା ସହ ଝଗଡ଼ା ହେଉଛି ବା ମନ ଖରାପ ରହୁଛି। କୌଣସି କାମରେ ମନ ଲାଗୁନି କିମ୍ବା ବିନା କାରଣରେ ଚିଡ଼ଚିଡା ଲାଗୁଥିଲେ…
Read More »