IBN ଓଡ଼ିଶା ଏକ୍ସକ୍ଲୁସିଭ୍
-
ବାଛନ୍ତୁ ଯେ କୌଣସି ଗୋଟିଏ ବ୍ରେସଲେଟ ଓ ଜାଣନ୍ତୁ ସେ ନିଜ ସାଙ୍ଗଙ୍କୁ ଆପଣଙ୍କ ବିଷୟରେ କଣ କୁହନ୍ତି ? Love Quiz Game
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ…
Read More » -
ସୁଗାର 380 ହେଉ କି 480 କିମ୍ବା ହେଉ ପଛେ 30 ବର୍ଷ ପୁରୁଣା ମାତ୍ର 7 ଦିନରେ ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ- Health Tips
ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ…
Read More » -
ରସୁଣ ସହ ମହୁ ଖାଇବା ଦ୍ଵାରା ଯାହା ହେବ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ, ଝିଅମାନେ ନିଶ୍ଚୟ ଦେଖନ୍ତୁ
ଆପଣମାନେ ଜାଣିଥିବେ କି କୁହାଯାଏ କି ଆମେ ଯାହା ଭି ଦେଖିକି ରାତିରେ ସଉ କିମ୍ବା ଯାହା ଭି ଆମେ ଦେଖିକି ରାତିରେ ଗପି ଥାଉ ତାକୁ…
Read More » -
ଯେଉଁ ମହିଳାଙ୍କର ଏହି ଜାଗାରେ ଥାଏ କଳାଜାଇ, ସେମାନେ ନିଜ ସ୍ବାମୀଙ୍କ ପାଇଁ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଶରୀର ରେ ଥିବା କଳା ଜାଇ ମଧ୍ୟ ଆମକୁ ଶୁଭ ଏବଂ ଅଶୁଭ ସଙ୍କେତ ପ୍ରଦାନ କରିଥାଏ । ଶାସ୍ତ୍ର ରେ…
Read More » -
ମହିଳା ମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁନି ଏହି 8 ଟି କାମ- Ajira Anuchinta
ମହିଳା ମାନେ ଶୋଇବା ପୂର୍ବରୁ ରାତିରେ କରିବେ ନହିଁ ଏହିସବୁ କାର୍ଯ୍ୟ । ଗୋଟିଏ ସ୍ତ୍ରୀ କିମ୍ବା ଗୋଟିଏ ଝିଅ ନିଜର ସବୁକିଛି ଛାଡି ଅନ୍ୟ ଏକ…
Read More » -
ଯେତେବେଳେ ବି ଆପଣ ଦୁଃଖ, କଷ୍ଟ, ଚିନ୍ତା ରେ ରହୁଛନ୍ତି ତା ହେଲେ ମନେ ରଖନ୍ତୁ ଶ୍ରୀ କୃଷ୍ଣଙ୍କ ଏହି 7 ଟି କଥା, ସବୁ ଦୁଃଖ କଷ୍ଟ ଦୂର ହୋଇଯିବ- Krishna Vani
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ…
Read More » -
ବାଛନ୍ତୁ ଗୋଟିଏ ହାର୍ଟ ଓ ଜାଣନ୍ତୁ ନିଜ ବିଷୟରେ ଏହି ଆଶ୍ଚର୍ଯ୍ୟକର କଥା- Personality Test
ବ୍ଯକ୍ତିର ପସନ୍ଦ ତାର ବିଚାର ଓ ସ୍ଵଭାବ ବିଷୟରେ ଜଣା ପଡିଥାଏ । ଏହା ଦ୍ଵାରା ବ୍ଯକ୍ତିର ସ୍ଵଭାବର ଅନେକ କଥା ବିଷୟରେ ମଧ୍ୟ ଜଣା ପଡିଥାଏ…
Read More » -
ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ବିଷୟ ବସ୍ତୁ ନେଇ ଆସିଛୁ । ବିଷୟ ବସ୍ତୁ ହେଉଛି ରାଶିର ନାଁ ଅନୁସାରେ କିଛି ଇମୋଜି ରହିଛି । ଯାହା ଦ୍ଵାରା ଆପଣ ମାନେ ନିଜର ଭବିଷ୍ୟତ ବିଷୟରେ ଇମୋଜି ମାଧ୍ୟମରେ ଜାଣି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା । ମେଷ ରାଶି : ଏହି ରାଶି ପାଇଁ ଖୁଶିର ଇମୋଜି ରହିଛି । ଏମାନେ ନିଜେ ହସିବା ସହ ଅନ୍ୟକୁ ମଧ୍ୟ ହସାଇଥାନ୍ତି । ଯାହା ଏହି ରାଶିର ଲୋକଙ୍କ ପାଇଁ ଏମିତି ଇମୋଜି ରହିଛି । A Simple Trick To Earn Up To ₹26,000 A Day Passive Income Get HDFC ERGO’s Enhanced Health Protection @ Just ₹27/day HDFC ERGO GENERAL INSURANCE बिना इन्वेस्टमेंट घर बैठे कमाएं – सिर्फ मोबाइल से! Make Money भारतीय इतिहास की 7 सबसे रमणीय राजकुमारियां – देखें पूरी लिस्ट Herbeauty ବୃଷ ରାଶି : ଏହି ରାଶିର ଲୋକ ମାନେ ଅନ୍ୟ ସହ ଏତେ ମିଳାମିଶା କରନ୍ତି ନାହି । ଏମାନେ ନିଜ ଦୁନିଆରେ ଖୁସି ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜ ଭାବନାକୁ ନିଜ ଭିତରେ ସୀମିତ ରଖିଥାନ୍ତି । ମିଥୁନ ରାଶି : ଏହି ରାଶି ପାଇଁ ଯେଉଁ ଇମୋଜି ରହିଛି ତାହା ସ୍ମାର୍ଟନେସ ଦର୍ଶାଇଥାଏ । ଏହି ରାଶିର ବ୍ୟକ୍ତି ମାନେ ନିଜର ବୁଦ୍ଧି ପ୍ରୟୋଗ ଅଧିକ କରିଥାନ୍ତି । A Simple Trick To Earn Up To ₹26,000 A Day Passive Income Get HDFC ERGO’s Enhanced Health Protection @ Just ₹27/day HDFC ERGO GENERAL INSURANCE Why Is Everyone Dressing Like A Little Girl? Learn To Coquette Herbeauty दुनिया का सबसे बड़ा साँप? इसका साइज़ सुनकर घबरा जाएंगे आप! Brainberries କର୍କଟ ରାଶି : ଏହି ରାଶିର ଲୋକ ମାନେ ବାସ୍ତବରେ ଚିନ୍ତାରେ ରହିଥାନ୍ତି ଯାହା ଏହି ଇମୋଜିରୁ ଦୃଶ୍ୟ ହେଉଛି । ଏମିତି ନୁହେଁ କି ସେମାନେ ସବୁବେଳେ ଦୁଖରେ ରହିଥାନ୍ତି । ବରଂ ଯେତେବେଳେ ପରିସ୍ଥିତି ପ୍ରତିକୂଳ ରହିଥାଏ ସେମାନେ ଚିନ୍ତାରେ ରହିଥାନ୍ତି । ସିଂହ ରାଶି : ଏମାନେ ନିଜକୁ ଦେଖେଇବା ପାଇଁ ଚେଷ୍ଟା କରିଥାନ୍ତି । ଅନ୍ୟ ଆଗରେ ନିଜକୁ ଭଲ ଦେଖାଇବା ଏମାନଙ୍କର ଅଭ୍ଯାସ ହୋଇଥାଏ । ଏମାନଙ୍କ ପାଇଁ ଏହି ଇମୋଜି ଦର୍ଶାଉଛି କି ଏମାନେ ଅଧିକ ଖୁସିରେ ରହୁଥିବା ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି ଯାହା ସତ୍ୟ ନୁହେଁ । କନ୍ୟା ରାଶି : ଏମାନେ ବାହାରୁ ଖୁସି ଥିବାର ଅଭିନୟ କରିଥାନ୍ତି କିନ୍ତୁ ଭିତରେ ଦୁଖୀ ରହିଥାନ୍ତି । ଏମାନଙ୍କ ମନରେ କଣ ଚାଲିଥାଏ ଏହା କେହି ଜାଣନ୍ତି ନାହି । ତୁଳା ରାଶି : ଏମାନେ ନିଜ ଜୀବନରେ ସନ୍ତୁଳନ ରକ୍ଷା କରିଥାନ୍ତି । ସେଥିପାଇଁ ଏମାନଙ୍କ ପାଇଁ ଏମିତି ଇମୋଜି ରହିଛି କି ନାଁ ସେମାନେ ଖୁସି ରହିଥାନ୍ତି ନା ଦୁଖୀ ରହିଥାନ୍ତି । ବିଛା ରାଶି : ଏମାନେ ବହୁତ ଚାଲାକ ହୋଇଥିବାରୁ ଦୁନିଆକୁ ନିଜର ସ୍ମାର୍ଟନେସ ଦେଖେଇବାକୁ ପଛରେ ରହି ନ ଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଧନୁ ରାଶି : ଏମାନେ ବହୁତ ମଜାଦାର ବ୍ୟକ୍ତି ହୋଇଥାନ୍ତି । ନିଜେ ଦୁଖରେ ରହି ଏମାନେ ଅନ୍ୟକୁ ହସାଇବାରେ ସକ୍ଷମ ହୋଇଥାନ୍ତି । ଏମାନଙ୍କର ସେନ୍ସ ଅଫ ହ୍ୟୁମର ଅଧିକ ଥିବାରୁ ଏମାନଙ୍କ ପାଇଁ ଏମିତି ଇମୋଜି ରହିଛି । ମକର ରାଶି : ଏମାନେ ନିଜ ଜୀବନକୁ ସିରିଏସ ନେଇଥାନ୍ତି । କୌଣସି ନିସ୍ପତି ଏମାନେ ବିଚାର କରି ନେଇଥାନ୍ତି । ଯାହା ପାଇଁ ଏମାନଙ୍କ ପାଇଁ ଏମିତି ଇମୋଜି ରହିଛି । କୁମ୍ଭ ରାଶି : ଏମାନେ ଅନ୍ୟ ମାନଙ୍କ ପ୍ରତି ସେମିତି ବ୍ୟବହାର ଦେଖାଇଥାନ୍ତି ଯେମିତି ତାଙ୍କୁ ମିଳିଥାଏ । ସେଥିପାଇଁ ଏହି ଇମୋଜି ଏମାନଙ୍କ ପାଇଁ ଉଦିଷ୍ଟ । ମୀନ ରାଶି : ଏମାନେ ନିଜେ ଖୁସି ହେବା ସହ ଅନ୍ୟକୁ ଖୁସିରେ ରଖିଥାନ୍ତି । ସମସ୍ତଙ୍କୁ ନିଜର ମିତ୍ରତା ମନେ କରିଥାନ୍ତି ଯାହା ପାଇଁ ଏମାନଙ୍କ ପାଇଁ ଏହି ଇମୋଜି ଠିକ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
ଓଡିଶାରେ ଭଗବାନ ଙ୍କ ରଥ ଯାତ୍ରା କାହାକୁ ବା ନ ଜଣା । ଯିଏ ଭି ଭାରତ ରେ ରହିଛି ସେ ଜାଣିଛି କି ଭଗବାନ ଏବେ…
Read More » -
Vastu Shastra- ଶନିବାର ଦିନ ଏହି ଜିନିଷ କିଣିଲେ ପଡିଥାଏ ଶନି ମହାଦଶା, କଣ ଆପଣ କରୁ ନାହାଁନ୍ତି ତ ଏମିତି ଭୁଲ ?
ନମସ୍କାର ବନ୍ଧୁଗଣ ଶନିବାର ହେଉଛି ଶନିଦେବଙ୍କ ଦିନ । ପୁରାଣ ଅନୁସାରେ ଶନିଦେବ ସୂର୍ଯ୍ୟ ଦେଵତା ଙ୍କ ପୁତ୍ର ଅଟେ । ବ୍ରହ୍ମା ଙ୍କ ଆଶୀର୍ବାଦ ଯୋଗୁଁ…
Read More » -
Jyotish Shastra- ଏହି ରାଶିର ଲୋକ ଆସନ୍ତା ମାସରେ ହେବେ କୋଟିପତି, ମିଳିବ ବହୁତ ବଡ ଖୁସି ଖବର
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ଙ୍କ ଜୀବନ ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିଥାଏ । କେତେବେଳେ ମନୁଷ୍ୟ ଜୀବନ ରେ ଦୁଃଖ ଆସିଥାଏ ତ…
Read More »