IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ବିଷୟ ବସ୍ତୁ ନେଇ ଆସିଛୁ । ବିଷୟ ବସ୍ତୁ ହେଉଛି ରାଶିର ନାଁ ଅନୁସାରେ କିଛି ଇମୋଜି ରହିଛି । ଯାହା ଦ୍ଵାରା ଆପଣ ମାନେ ନିଜର ଭବିଷ୍ୟତ ବିଷୟରେ ଇମୋଜି ମାଧ୍ୟମରେ ଜାଣି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା । ମେଷ ରାଶି : ଏହି ରାଶି ପାଇଁ ଖୁଶିର ଇମୋଜି ରହିଛି । ଏମାନେ ନିଜେ ହସିବା ସହ ଅନ୍ୟକୁ ମଧ୍ୟ ହସାଇଥାନ୍ତି । ଯାହା ଏହି ରାଶିର ଲୋକଙ୍କ ପାଇଁ ଏମିତି ଇମୋଜି ରହିଛି । A Simple Trick To Earn Up To ₹26,000 A Day Passive Income Get HDFC ERGO’s Enhanced Health Protection @ Just ₹27/day HDFC ERGO GENERAL INSURANCE बिना इन्वेस्टमेंट घर बैठे कमाएं – सिर्फ मोबाइल से! Make Money भारतीय इतिहास की 7 सबसे रमणीय राजकुमारियां – देखें पूरी लिस्ट Herbeauty ବୃଷ ରାଶି : ଏହି ରାଶିର ଲୋକ ମାନେ ଅନ୍ୟ ସହ ଏତେ ମିଳାମିଶା କରନ୍ତି ନାହି । ଏମାନେ ନିଜ ଦୁନିଆରେ ଖୁସି ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜ ଭାବନାକୁ ନିଜ ଭିତରେ ସୀମିତ ରଖିଥାନ୍ତି । ମିଥୁନ ରାଶି : ଏହି ରାଶି ପାଇଁ ଯେଉଁ ଇମୋଜି ରହିଛି ତାହା ସ୍ମାର୍ଟନେସ ଦର୍ଶାଇଥାଏ । ଏହି ରାଶିର ବ୍ୟକ୍ତି ମାନେ ନିଜର ବୁଦ୍ଧି ପ୍ରୟୋଗ ଅଧିକ କରିଥାନ୍ତି । A Simple Trick To Earn Up To ₹26,000 A Day Passive Income Get HDFC ERGO’s Enhanced Health Protection @ Just ₹27/day HDFC ERGO GENERAL INSURANCE Why Is Everyone Dressing Like A Little Girl? Learn To Coquette Herbeauty दुनिया का सबसे बड़ा साँप? इसका साइज़ सुनकर घबरा जाएंगे आप! Brainberries କର୍କଟ ରାଶି : ଏହି ରାଶିର ଲୋକ ମାନେ ବାସ୍ତବରେ ଚିନ୍ତାରେ ରହିଥାନ୍ତି ଯାହା ଏହି ଇମୋଜିରୁ ଦୃଶ୍ୟ ହେଉଛି । ଏମିତି ନୁହେଁ କି ସେମାନେ ସବୁବେଳେ ଦୁଖରେ ରହିଥାନ୍ତି । ବରଂ ଯେତେବେଳେ ପରିସ୍ଥିତି ପ୍ରତିକୂଳ ରହିଥାଏ ସେମାନେ ଚିନ୍ତାରେ ରହିଥାନ୍ତି । ସିଂହ ରାଶି : ଏମାନେ ନିଜକୁ ଦେଖେଇବା ପାଇଁ ଚେଷ୍ଟା କରିଥାନ୍ତି । ଅନ୍ୟ ଆଗରେ ନିଜକୁ ଭଲ ଦେଖାଇବା ଏମାନଙ୍କର ଅଭ୍ଯାସ ହୋଇଥାଏ । ଏମାନଙ୍କ ପାଇଁ ଏହି ଇମୋଜି ଦର୍ଶାଉଛି କି ଏମାନେ ଅଧିକ ଖୁସିରେ ରହୁଥିବା ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି ଯାହା ସତ୍ୟ ନୁହେଁ । କନ୍ୟା ରାଶି : ଏମାନେ ବାହାରୁ ଖୁସି ଥିବାର ଅଭିନୟ କରିଥାନ୍ତି କିନ୍ତୁ ଭିତରେ ଦୁଖୀ ରହିଥାନ୍ତି । ଏମାନଙ୍କ ମନରେ କଣ ଚାଲିଥାଏ ଏହା କେହି ଜାଣନ୍ତି ନାହି । ତୁଳା ରାଶି : ଏମାନେ ନିଜ ଜୀବନରେ ସନ୍ତୁଳନ ରକ୍ଷା କରିଥାନ୍ତି । ସେଥିପାଇଁ ଏମାନଙ୍କ ପାଇଁ ଏମିତି ଇମୋଜି ରହିଛି କି ନାଁ ସେମାନେ ଖୁସି ରହିଥାନ୍ତି ନା ଦୁଖୀ ରହିଥାନ୍ତି । ବିଛା ରାଶି : ଏମାନେ ବହୁତ ଚାଲାକ ହୋଇଥିବାରୁ ଦୁନିଆକୁ ନିଜର ସ୍ମାର୍ଟନେସ ଦେଖେଇବାକୁ ପଛରେ ରହି ନ ଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଧନୁ ରାଶି : ଏମାନେ ବହୁତ ମଜାଦାର ବ୍ୟକ୍ତି ହୋଇଥାନ୍ତି । ନିଜେ ଦୁଖରେ ରହି ଏମାନେ ଅନ୍ୟକୁ ହସାଇବାରେ ସକ୍ଷମ ହୋଇଥାନ୍ତି । ଏମାନଙ୍କର ସେନ୍ସ ଅଫ ହ୍ୟୁମର ଅଧିକ ଥିବାରୁ ଏମାନଙ୍କ ପାଇଁ ଏମିତି ଇମୋଜି ରହିଛି । ମକର ରାଶି : ଏମାନେ ନିଜ ଜୀବନକୁ ସିରିଏସ ନେଇଥାନ୍ତି । କୌଣସି ନିସ୍ପତି ଏମାନେ ବିଚାର କରି ନେଇଥାନ୍ତି । ଯାହା ପାଇଁ ଏମାନଙ୍କ ପାଇଁ ଏମିତି ଇମୋଜି ରହିଛି । କୁମ୍ଭ ରାଶି : ଏମାନେ ଅନ୍ୟ ମାନଙ୍କ ପ୍ରତି ସେମିତି ବ୍ୟବହାର ଦେଖାଇଥାନ୍ତି ଯେମିତି ତାଙ୍କୁ ମିଳିଥାଏ । ସେଥିପାଇଁ ଏହି ଇମୋଜି ଏମାନଙ୍କ ପାଇଁ ଉଦିଷ୍ଟ । ମୀନ ରାଶି : ଏମାନେ ନିଜେ ଖୁସି ହେବା ସହ ଅନ୍ୟକୁ ଖୁସିରେ ରଖିଥାନ୍ତି । ସମସ୍ତଙ୍କୁ ନିଜର ମିତ୍ରତା ମନେ କରିଥାନ୍ତି ଯାହା ପାଇଁ ଏମାନଙ୍କ ପାଇଁ ଏହି ଇମୋଜି ଠିକ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଓଡିଶାରେ ଭଗବାନ ଙ୍କ ରଥ ଯାତ୍ରା କାହାକୁ ବା ନ ଜଣା । ଯିଏ ଭି ଭାରତ ରେ ରହିଛି ସେ ଜାଣିଛି କି ଭଗବାନ ଏବେ ଜଗନ୍ନାଥ ଭାବେ ପୁରୀ ଦାଣ୍ଡରେ ନିଜ ଶ୍ରୀକ୍ଷେତ୍ର ଧାମରେ ରହୁ ଛନ୍ତି କିନ୍ତୁ ତାଙ୍କୁ ଦର୍ଶନ କରିବା ଏତେ ସହଜ ନୁହେଁ । କାରଣ ହେଉଛି କି ଭଗବାନ ଙ୍କୁ ଦର୍ଶନ କରିବା ପାଇଁ ସଭିଙ୍କୁ ମନ୍ଦିର ଭିତରକୁ ଯିବା ନିଷେଧ ଥାଏ ତେଣୁ କରି ଯେଉଁ ଭଗବାନ ଙ୍କୁ ପୂଜା ଅକରନ୍ତି କିନ୍ତୁ ତାଙ୍କୁ ଦେଖିବା ପାଇଁ ଆତୁର ଥାନ୍ତି ସେମାନେ ଏହାକୁ ଦେଖିବା ପାଇଁ ନିଶ୍ଚିତ ଭାବେ ରଥଯାତ୍ରା ରେ ସୁଯୋଗ ପାଇ ଥାନ୍ତି କେବଳ ସେତିକି ନୁହେଁ ଏମାନେ ଭଗବାନ ଙ୍କ ବେଶ ମଧ୍ୟ ଦେଖି ପାରନ୍ତି ।

ଏହା ମଧ୍ୟରେ ସୁନା ବେସ, ଗଜାନନ ବେଶ ଆଦି ପ୍ରମୁଖ ଅଟେ । ଯଦି ଆମେ ଦେଖିବା ଅପାଇନ ଯିବା ଏହି ସୁନା ବେଶ ଦିନ ଆଉ ଏକ କଥା ଆମକୁ ଆଶ୍ଚର୍ଯ୍ୟ କରାଇ ଦେଇ ଥାଏ । କହିବାର ମାନେ ହେଉଛି କି ଏହି ସୁନା ବେଶ ଦିନ ଭଗବାନ ଙ୍କ ହାତ ଓ ପାଦ ମଧ୍ୟ ଆମେ ଦର୍ଶନ କରି ଥାଉ । ନହୋଲେ ଏମିତିରେ ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହା କେବଳ ଅଧା ଗାଢା ଭଙ୍ଗା ଦେବତା ଙ୍କ ଭଳି ଦେଖା ଯାଇ ଥାନ୍ତି । ଆମେ କହିବା ପାଇଁ ଯାଉଛୁ କି ଆମେ ଯେଉଁ ଭଗବାନ ଙ୍କ କଥା ଅକହୁଛେ ସେ ହେଉଛନ୍ତି ପତିତ ପାବନ କିନ୍ତୁ ତାଙ୍କ ଅଳଙ୍କାର ମାନ କେବେ ହେଲେ ଚୋରୀ ହୋଇ ନାହିଁ ଲକ୍ଷ ଲକ୍ଷ ଭକତ ଙ୍କ ଭିତରେ ।

ଆମେ ଯଦି ନିଜ ଘରର ଥିବା ସୁନା କୁ ବଢାଇବା ପାଇଁ ଚାହୁଁ ଚେ । ତେବେ ଆମେ ଏକ କାମ କରିବା ଦ୍ଵାରା ଆମ ଜୀବନ ସାର୍ଥକ ହୋଇ ପାରିବ ଓ ଆମେ ଆମ ସୁନା କୁ ବଢାଇ ପାରିବା । ଏହା ହେଉଛି ଆମେ ଏହି ଦିନ ଏକ ସାଧା କାଗଯ ରେ ନାଲି କଲମ ରେ ମାତ୍ର ଚାରି ଅକ୍ଷର ଲେଖିବା ଏହା ପରେ ଏହାକୁ ଆମେ ଗଳନା ବାକ୍ସରେ ରାଖୀ ଦେବା । ଏହା ହେଉଛି ସେଇ ଚାରି ଅକ୍ଷର ପରଖିତ । କୁହାଯାଏ କି ରାଜା ପରଖିତ ହିଁ କଳି କୁ ରହିବା ପାଇଁ ବାସ ଦେଇ ଥିଲେ । ସୁନା ରେ କଳି ବାସ କରେ ।

ଭଗବାନ ମଧ୍ୟ ଏଥିରେ ବାସ କରନ୍ତି କିନ୍ତୁ ଏହା କଳି ଜୁଗ ହେତୁ ଏଥିରେ କଳି ବାଶ କରନ୍ତି । ଆପଣ ମାନେ ଜାଣି ଥିବେ କି ପରଖିତ ଙ୍କୁ କଳି ରହିବା ପାଇଁ ସାଥାନ ମାଗିବା ରୁ ରାଜା ଅକହିଲେ ତୁମେ ଚାରି ଜାଗାରେ ବାଶ କରିବ । ପ୍ରଥମ ଯେଉଁ ଜାଗାରେ ନିଶା ଦ୍ରବ୍ଯ ଥିବ, ଯେଉଁ ଜାଗାରେ ଜୁଆ ଥିବ, ଯେଉଁ ଯାଗାରେ ବେଶିଆ କାମ ଥିବ, ଯେଉଁ ଜାଗାରେ ଜୀବ ହ-ତ୍ୟା ହେଉଥିବା ସେହି ଜାଗାରେ ରହିବୁ କଳି କହିଲା ଆପଣ ମତେ ଏକ ଭଲ ଜାଗା ମଧ୍ୟ ଦିଅନ୍ତୁ ସେତେବେଳେ ରାଜା କହିଲେ ଠିକ ଅଛି ତୁମେ ସୁନା ରେ ବାଶ କରିବ । ତେଣୁ ଏହି ନାମ ରଖିବା ଦ୍ଵାରା ଆପଣଙ୍କ ଧାନ ବଢିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button