ରାଜ୍ୟ

ଦୀର୍ଘ 100 ବର୍ଷ ପରେ ପ୍ରସନ୍ନ ହେଲେ ମହାଦେବ, ଏହି 6ଟି ରାଶି ହେବେ କୋଟିପତି… ହେବ ଖାଲି ଟଙ୍କା ବର୍ଷା

ଦର୍ଶକ ବନ୍ଧୁ କାନ୍ଦିବାର ଦିନ ଶେଷ ହେଲା କାରଣ ଏହି ରାଶିର ଆଜି ରାତି ଠାରୁ ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ । ଜ୍ୟତିଶ ଶାସ୍ତ୍ର ଅନୁଯାୟୀ ଭଗବାନ ଶିବ ଙ୍କୁ ସୃଷ୍ଟିର ଅଧିପତି ବୋଲି ମାନିଥାଉ । ମହାଦେବ ହିନ ସୃଷ୍ଟିର ପାଳନ ହାର ବୋଲି କୁହା ଯାଇଥାଏ । ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି ସେନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇଥାନ୍ତି । ଭଗବାନ ଭୋଳାନାଥ ମଧ୍ୟ ସ୍ଵଭାବରେ ଭୋଳା ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । ମହାଦେବ ତାଙ୍କ ଏହି ରାଶିର ଭକ୍ତିରେ ଖୁସି ହୋଇ ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ଏହି ରାଶି ମାନଙ୍କର ଖରାପ ଦିନ ଶେଷ ହୋଇ ବହୁତ ଜଲ୍ଦି ଭଲ ଦିନ ଆରାମ୍ଭ ହେବାକୁ ଯାଉଛି । ଆପଣଙ୍କର ଅଟକି ରହିଥିବା କାମ ପୁଣି ଠାରେ ଚାଲୁ ହେବାରେ ଲାଗିବ । ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହି । ଭଗବାନ ଶିବ ଙ୍କ କୃପାରୁ ଆପଣଙ୍କର ବିଗିଡି ଯାଇଥିବା କାମ ପୂରଣ ହେବାରେ ଲାଗିବ । ଆପଣଙ୍କ ଜୀବନରେ ଆଗକୁ ଆସୁହିଥିବା ସବୁ ଅସୁବିଧା ଦୂର ହୋଇଯିବ । ଆପଣଙ୍କୁ ପ୍ରେତକ କାର୍ଯ୍ୟ ରେ ସଫଳତା ମିଳିବ । ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ ।

ସମାଜରେ ଆପଣଙ୍କୁ ଲୋକ ମାନେ ମାନ ସମାନ ଦେବେ । ବେପାର ବାଣିଜ୍ୟ ଆଗକୁ ଆଗକୁ ଦୁଇ ଗୁଣା ଜୋର ରେ ବଢିବାରେ ଲାଗିବ । ଯେଉଁ ଲୋକ ମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରି ମିଳିବ । କାର୍ଯ୍ୟ କ୍ଷେତ୍ର ରେ ବଡ ସଫଳତା ମିଳିବାକୁ ଯାଉଛି । ଲୋକ ମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ । ଆପଣଙ୍କର ଘର ପରିବାରରେ ଖର୍ଚ୍ଚ କମ ହେବ ଓ ଦିନକୁ ଦିନ ରୋଜଗାର ବଢିବାରେ ଲାଗିବ । ଭୋଳାନାଥ ଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମବିଶ୍ଵାସ ଓ ଉଶ୍ଚାହ ମଢ ବଢିଯିବ ।

ପ୍ରେମ ସମ୍ପର୍କ ମଧୁର ରହିବ । ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ପ୍ରାପ୍ତ ହେବ । ଆୟ କରିବାର ନୂଆ ମାର୍ଗ ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସହ ଯାହା ବି ଭୁଲ ବୁଝାମାନ ରହିଥିଲା ତାହା ଏହି ସମୟରେ ଦୂର ହେବ । ଆଗାମୀ ଭବିଷ୍ୟତ ପାଇଁ ଆପଣ କିଛି ନୂଆ ଯୋଜନା କରିବେ । ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ । ବେରୋଜଗାର ମାନଙ୍କୁ ରୋଜଗାର କରିବାର ମାର୍ଗ ମିଳିବ ।

ଯାହା ବି ଜୀବନରେ ଦୁଖ କଷ୍ଟ ରହିଥିଲା ତାହା ନିଶ୍ଚୟ ଦୂର ହେବାକୁ ଯାଉଛି । ତେବେ ପ୍ରଭୁ ଭୋଳାନାଥ ଙ୍କ କୃପା ଏବେ ଯେଉଁ ରାଶି ଗୁଡିକ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି ସେମାନେ ହେଉଛନ୍ତି କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଓ ତୁଳା ରାଶି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button