ଦେଶ

ପାକିସ୍ତାନରେ ବିସ୍ଫୋରଣ: ୬୦ ମୃତ – Ibnodisha

[ad_1]

ଇସଲାମାବାଦ : ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ଘଟିଥିବା ନେଇ ଶୁକ୍ରବାର ଖବର ମିଳିଛି। ଏହି ବିସ୍ଫୋରଣରେ ପ୍ରାୟ୬୦ ଜଣଙ୍କର ମୃତ୍ୟୁ ଓ ଶତାଧିକ କର୍ମୀ ଆହତ ହୋଇଥିବା ସୂଚନା ରହିଛି । ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲାର ଏକ ମସଜିଦ୍‌‌ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ଏହି ବଡ ଧରଣର ବିସ୍ଫୋରଣ ଘଟିଛି।

ଶ୍ରଦ୍ଧା କିଏ: ବସନ୍ତ ପଣ୍ଡା

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button