ରାଜ୍ୟ

ବାଚସ୍ପତି ଶାସକ ଦଳର କଣ୍ଢେଇ: ଜୟନାରାୟଣ ମିଶ୍ର – Ibnodisha

[ad_1]

ଭୁବନେଶ୍ୱର: ମୁଲତବି ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବାଚସ୍ପତି ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି । ବାଚସ୍ପତି ଦଳୀୟ ଭାବନାରୁ ଉର୍ଦ୍ଧ୍ୱରେ ରହିବା ଉଚିତ୍ । ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି । ଗୃହ ଚାଲୁ ବୋଲି ଶାସ୍ ଦଳ କଦାପି ଚାହୁଁ ନାହାନ୍ତି । ବିଧାନସଭା ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି ବୋଲି ଗଣମାଧ୍ୟମ ଆଗରେ  କହିଛନ୍ତିି ଜୟନାରାୟଣ ମିଶ୍ର ।

ଜିଲ୍ଲାରେ ୨୯୨ରେ ପହଞ୍ଚିଲା ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button