ରାଜ୍ୟ

ରାଜ୍ୟରେ କମିଲା ସୁନା ଦର – Ibnodisha

[ad_1]

ଭୁବନେଶ୍ୱର: କମିଲା ସୁନା ଦର । ଭାରତରେ ୨୨କ୍ୟାରେଟ୍‍ ୧୦ଗ୍ରାମ ସୁନାର ମୂଲ୍ୟ ୫୭,୮୫୦ଟଙ୍କା ରହିଛି । ଏହି ଦର ଗତ କିଛି ଦିନ ହେବ ରହିଆସିଛି । ଅର୍ଥାତ ସୁନା ଦର ଏବେ ସ୍ଥିର ରହିଛି । ୨୪କ୍ୟାରେଟର ୧୦ଗ୍ରାମ ସୁନାର ମୂଲ୍ୟ ହେଉଛି ୬୩,୧୦୦ ଟଙ୍କା । ଶନିବାର ଓ ରବିବାର ୨୪କ୍ୟାରେଟ ସୁନାର ଦାମ ସମାନ ରହିଥିଲା । ସୋମବାର ମଧ୍ୟ ଦର କମିବା ନେଇ ଆକଳନ କରାଯାଇଛି ।

ୟୁପିର ରାଜଧାନୀ ଲକ୍ଷ୍ନୌରେ ସୁନା ଦର ୧୦ଗ୍ରାମ ପିଛା ୨୨କ୍ୟାରେଟ ସୁନାର ମୂଲ୍ୟ ୫୭ହଜାର ୮୫୦ଟଙ୍କା ରହିଥିବା ବେଳେ ୨୪ଗ୍ରାମ ସୁନାର ୧୦ଗ୍ରାମ ପ୍ରତି ୬୩ହଜାର ୧୦୦ ଟଙ୍କା ରହିଛି ।

ଗାଜିଆବାଦରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୨କ୍ୟାରେଟ ସୁନର ମୂଲ୍ୟ ୫୭ହଜାର ୮୫୦ଟଙ୍କା ରହିଥିବା ବେଳେ ୨୪ଗ୍ରାମ ସୁନାର ୧୦ଗ୍ରାମ ମୂଲ୍ୟ ହେଉଛି ୬୩ହଜାର ୧୦୦ ଟଙ୍କା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button