ରାଜ୍ୟ

ଗମାଙ୍ଗଙ୍କ କଥା କହିଲେ : ଶାହ – Ibnodisha

[ad_1]

ବ୍ୟୁରୋ : ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସଙ୍ଗରେ ଶାହଙ୍କ ବକ୍ତବ୍ୟ | ଅଟଳ ବିହାରୀ ବାଜପେୟୀ ସରକାର ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା | ମାତ୍ର ଖଣ୍ଡିଏ ଭୋଟ ରେ ବାଜପେୟୀ ଙ୍କ ସରକାର ପରାସ୍ତ ହୋଇଥିଲା | ଭୋଟ ଟି ଥିଲା ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କର | ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ ବି ସଂସଦ ପଦରୁ ଇସ୍ତଫା ଦେଇନଥିଲେ | ତାଙ୍କ ଭୋଟ ଖଣ୍ଡିକ ଗ୍ରହଣ କର ଯିବ କି ନାହିଁ ବିତର୍କ ହୋଇଥିଲା | ବାଚସ୍ପତି ସଂସଦ ର ଗାରିମା କୁ ରକ୍ଷା କରି ଭୋଟ କୁ ବୈଧ ଘୋଷଣା କରିଥିଲେ |ଗମାଙ୍ଗଙ୍କ ଭୋଟ ପାଇଁ ବାଜପେୟୀଙ୍କ ସରକାର ପରାସ୍ତ ହୋଇଥିଲା |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button