ରାଜନୀତି

ମୋଦି ତୃତୀୟ ଥର ପ୍ରଧାନ ମନ୍ତ୍ରୀ ହେବେ – Ibnodisha

[ad_1]

ବ୍ୟୁରୋ : ଅନାସ୍ଥା ବିତର୍କରେ ଗୃହମନ୍ତ୍ରୀ ଅମିତ ଶାହ ଙ୍କ ଉତ୍ତର | ୯ ବର୍ଷ ଭିତରେ ମୋଦି ଦେଶ ର ଅର୍ଥନୀତିକୁ ପଞ୍ଚମ ସ୍ଥାନକୁ ଆଣିଛନ୍ତି | ମୋର ଦୃଢ ବିଶ୍ୱାସ ମୋଦି ତୃତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ହେବେ | ତୃତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ ହୋଇ ଅର୍ଥନୀତିକୁ ତୃତୀୟ ସ୍ଥାନକୁ ଆଣିବେ | ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏକ ଆର୍ଥିକ ଶକ୍ତିରେ ପରିଣତ ହେବ | ସମଗ୍ର ବିଶ୍ୱରେ ଭାରତର ସମ୍ମନ ବୃଦ୍ଧି କରିଛନ୍ତି ନରେନ୍ଦ୍ର ମୋଦି | ମୋଦି ଏକମାତ୍ର ନେତା ଯାହାଙ୍କୁ ୧୪ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମନ ମିଳିଛି |

ଗମାଙ୍ଗଙ୍କ କଥା କହିଲେ : ଶାହ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button