ଦେଶ

ବିହାରରେ ପ୍ରବେଶ କଲା ଭାରତ ଯୋଡ ନ୍ୟାୟ ଯାତ୍ରା – Ibnodisha

[ad_1]

ପାଟନାବିହାରରେ ରାଜନୈତିକ ହଟଚମଟ ଜାରି ରହିଥିବା ବେଳେ ଆଜି ରାଜ୍ୟରେ ପ୍ରବେଶ କରିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ରାଜ୍ୟରେ ଜେଡିୟୁ-ଏନଡିଏ ମେଣ୍ଟ ସରକାର ଆରମ୍ଭ ହେବାର ଗୋଟିଏ ଦିନ ପରେ କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିଛି । ବିହାରର କିଶାନଗଞ୍ଜରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ଚାରି ଦିନ ମଧ୍ୟରେ ସାତଟି ଜିଲ୍ଲାରେ ଏହି ଯାତ୍ରା ପ୍ରବେଶ କରିବ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button