ରାଜ୍ୟ

ଜି.ଉଦୟଗିରିରେ ସବୁଠୁ ଥଣ୍ଡା ସହର – Ibnodisha

[ad_1]

କନ୍ଧମାଳ : ଜି.ଉଦୟଗିରି ହଉଛି ସବୁଠୁ ଥଣ୍ଡା ସହର । କନ୍ଧମାଳରେ ହାଡଭଙ୍ଗା ଶୀତର ଲହରୀ ଜାରି ରହିଛି । ଏଥିପାଇଁ ଅସ୍ତ ବ୍ୟସ୍ତ ହୋଇପଡିଛି ଜନଜୀବନ । ୬° ତାପମାତ୍ରା ସହ ଜି ଉଦୟଗିରିରେ ସବୁଠୁ ଥଣ୍ଡା ଅନୁଭୂତ ହେଉଛି । ସାରା ରାଜ୍ୟରେ ଜି ଉଦୟଗିରିରେ ସବୁଠୁ ଥଣ୍ଡା ଅଂଚଳ । ଅଧିକ ଥଣ୍ଡା ଜାରି ରହିବା ସହ ଘନ କୁହୁଡିର ଆସ୍ତରଣ ମଧ୍ୟ ଢାଙ୍କି ରହିଛି ।ଯାହାଫଳରେ ଯାନବାହାନ ଚଳାଚଳ ବାଧା ସୃଷ୍ଟି ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button