ରାଜ୍ୟ

ବଜ୍ରାଘାତ ନେଲା ଜୀବନ: ଜଣେ ମହିଳା ମୃତ, ୩ ଗୁରୁତର – Ibnodisha

[ad_1]

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁରେ ଅଘଟଣ । ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି  । ମୃତ ମହିଳା ଜଣକ ସୁବାସିନୀ ନାୟକ ବୋଲି ଜଣାପଡିଛି  । ଗତକାଲି ଅପରାହ୍ନରେ ୪ଜଣ ମହିଳା ବିଳରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା  । ଫଳରେ ୪ ମହିଳା ଅଚେତ ହୋଇପଡିଥିଲେ  ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button