ରାଜ୍ୟ
ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି, ଏହି ତାରିଖରେ କରିବେ ଶପଥ ପାଠ – Ibnodisha

[ad_1]
କଟକ: ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି । ନୁଆ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଆସନ୍ତା ଅକ୍ଟୋବାର ୪ ତାରିଖରେ ସେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି କେନ୍ଦ୍ର ଆଇନ ମନ୍ତ୍ରାଳୟ ।
[ad_2]