ରାଜ୍ୟ

ମିଛ ଅପହରଣ: ଫାଇନାନ୍ସ କର୍ମଚାରୀ ଅଟକ – Ibnodisha

[ad_1]

କେନ୍ଦ୍ରାପଡା: ଅପହରଣର ମିଛ ନାଟକ ରଚି ଯୁବକ ଗିରଫ ହୋଇଥିବା ସୂଚନା । ଫାଇନାନ୍ସ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଅଟକ ରଖିଲା ପୋଲିସ । ଅଟକ ର୍ମଚାରୀଙ୍କ ନିକଟରୁ ୧ ଲକ୍ଷ ୨୩ ହଜାର ଟଙ୍କା ଜବତ ହୋଇଛି । ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଦ୍ୱାରା ଘଟଣାର ପର୍ଦ୍ଦାଫାସ ହୋଇଛି । ଅପହରଣ ନାଟକକୁ ନେଇ କେନ୍ଦ୍ରାପଡା ଏସ୍‌ପିଙ୍କ ସୂଚନା ରହିଛି । ଆଦାୟ ଟଙ୍କା ହଡପ ପାଇଁ ମିଛ ଅପହରଣ ନାଟକ ରଚିଥିଲେ । ସଂସ୍ଥା ପକ୍ଷରୁ ଆଦାୟ ପ୍ରାୟ ୨ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ । କଟକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲୁଚି ରହୁଥିଲେ । ଗୁରୁବାର ଦିନଠାରୁ ନିଖୋଜ ଥିଲେ ଏବଂ ତାଙ୍କ ନାରେ ଅପହଣ ଅଭିଯୋଗ ହୋଇଥିଲା । ନିଜ ବାଇକ୍‌, ଚପଲ ରାସ୍ତାକଡରେ ଫିଙ୍ଗି ଫେରାର ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button