ଦେଶ

ପୋଲିସ ହେଡ୍ କ୍ୱାର୍ଟରରେ ଆତଙ୍କୀ ହମ୍‌ଲା, ବିସ୍ଫୋରଣରେ ଥରିଲା ତୁର୍କୀ – Ibnodisha

[ad_1]

ନୂଆଦିଲ୍ଲୀ: ଆତଙ୍କୀ ଆକ୍ରମଣେରେ ଥରିଲା ତୁର୍କୀ । ତୁର୍କୀ ରାଜଧାନୀ ଅଙ୍କାରା ସ୍ଥିତ ପୁଲିସ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ । ଆଜି ସକାଳ ୯ଟା ସମୟରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ।  ଆକ୍ରମଣ କରିଥିବା ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ କେତେଜଣଙ୍କର ମୃତ୍ୟୁ ହୋଇଛି କେତେ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ଜଣାପଡିନି ।
ଔଙଓଘ ଘଙଡ
ତୁର୍କୀ ଗୃହମନ୍ତ୍ରୀ ଅଲି ୟେରଲିକାୟା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇ କହିଛନ୍ତି, ୨ଜଣ ଆତଙ୍କବାଦୀ କମର୍ସିଆଲ ଗାଡିରେ ଆସି ନ୍ୟାସନାଲ ପୁଲିସ ହେଡକ୍ୱାର୍ଟର ବିଲ୍ଡିଙ୍ଗ ପାଖରେ ପହଞ୍ଚିଲେô । ଚାହୁଁ ଚାହୁଁ ଜଣେ ଦୌଡିଯାଇ ନିଜକୁ ବିସ୍ଫୋରଣରେ ଉଡାଇଦେଲା । ଏହାସହ ଦୁଇ ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

The post ପୋଲିସ ହେଡ୍ କ୍ୱାର୍ଟରରେ ଆତଙ୍କୀ ହମ୍‌ଲା, ବିସ୍ଫୋରଣରେ ଥରିଲା ତୁର୍କୀ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button