ଦେଶ
ଭିଟାମାଟି ଛାଡିଲେ ୨୫ ଲକ୍ଷ ଇସ୍ରାଏଲ ନାଗରିକ, ପଚାସଢ଼ା ମୃତଦେହ ଚିହ୍ନିବା କଷ୍ଟକର… – Ibnodisha

[ad_1]
ଜେରୁଜେଲମ: : ଗାଜା ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷ ଇସ୍ରାଏଲ ନାଗରିକ ଭିଟାମାଟି ଛାଡିଛନ୍ତି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସ୍ଥାନୀୟ ପରିଷଦ ସହିତ ଦକ୍ଷିଣରେ ଏସବୁ ଲୋକଙ୍କ ଯତ୍ନ ନେବା ପାଇଁ କାର୍ଯ୍ୟ କରୁଛନ୍ତି ।
ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏଥିରେ ଅନାଥ ହୋଇଯାଇଥିବା ଏବଂ ୨୯ ଟି ଆଞ୍ଚଳିକ ପରିଷଦରେ ଅଛନ୍ତି । ଦକ୍ଷିଣ ଅଞ୍ଚଳରେ ଅସ୍ଥାୟୀ କବର ନିର୍ମାଣ କରାଯାଇଛି । ଏଠାରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଉଛି । ରାସ୍ତାରେ ପଡ଼ିଥିବା କୁଢ଼କୁଢ଼ ପଚାସଢ଼ା ମୃତଦେହକୁ ଚିହ୍ନିବା କଷ୍ଟକର ହୋଇପଡୁଛି । ଚାରିଆଡେ ଦୁର୍ଗନ୍ଧ ଯୋଗୁ ବାୟୁ ପ୍ରଦୁଷଣ ସହିତ ହଇଜା ବ୍ୟାପିବାର ଆଶଙ୍କା ବଢ଼ିବାରେ ଲାଗିଛି ।
[ad_2]




