ଦେଶ

ବ୍ୟବସାୟ ପ୍ରତିଷ୍ଠାନରେ ବ୍ୟବହାର କରନ୍ତୁ ନାହିଁ ଏହିସବୁ ରଙ୍ଗର ଚେୟାର, ସହିବାକୁ ପଡିପାରେ କ୍ଷତି

ଭାରତୀୟ ବାସ୍ତୁଶାସ୍ତ୍ରରେ ଆମକୁ ବିଭିନ୍ନ ପ୍ରକାର କଥା ମାନି ଚଳିବାକୁ ପଡେ। ଯେପରି ବାସ୍ତୁଶାସ୍ତ୍ର ଘରେ କେଉଁ ସ୍ଥାନରେ କ’ଣ ରଖିବେ, କେଉଁଠି ରଖିବେ ତାହା ଲେଖାଥାଏ। ସେହିପରି ବାସ୍ତୁ ସିଦ୍ଧାନ୍ତ ଅନୁସାରେ ଘରେ କିମ୍ବା ଅଫିସରେ ଥିବା ଚୌକି ମଧ୍ୟ ଆପଣଙ୍କ ଆୟ ଉପରେ ପ୍ରଭାବ ପକାଇଥାଏ। ଏହା କେବଳ ଆପଣଙ୍କ ଶରୀର ନୁହେଁ ବରଂ ରୋଜଗାରକୁ ମଧ୍ୟ କ୍ଷତି ପହଞ୍ଚାଏ। ଆସନ୍ତୁ ଜାଣିନେବା କେଉଁ ଚେୟାରରେ ବସିଲେ କ’ଣ ହୁଏ।

– ଯଦି ଆପଣ ଅଫିସ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ ଲୁହା ଚେୟାରରେ ବସୁଛନ୍ତି, ତେବେ ଏହା ଆପଣଙ୍କ ବ୍ୟବସାୟକୁ ମାନ୍ଦା କରିଦେବ।

– ଆଲୁମିନିୟମ ଚେୟାରରେ ବସିବା ଦ୍ୱାରା ବ୍ୟକ୍ତିଙ୍କୁ କ୍ଷତି ସହିବାକୁ ପଡିଥାଏ।

chairs 3

– କଳା ରଙ୍ଗର ଆସନ ଲାଗିଥିବା ଚେୟାରର ବ୍ୟବହାର କରିବା ଦ୍ୱାରା ବ୍ୟକ୍ତିଙ୍କ କାର୍ଯ୍ୟ କ୍ଷେତ୍ରରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିପାରେ।

– ନୀଳ ରଙ୍ଗର ଚେୟାରରେ ବସିବା ଦ୍ୱାରା କାର୍ଯ୍ୟ କିମ୍ବା ବ୍ୟାପାରରେ ଧନ ଆଗମନ ବୃଦ୍ଧି ପାଇଥାଏ।

– ନାଲି ରଙ୍ଗର ଚେୟାରରେ ବସିବା କିମ୍ବା ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଖୁବଶୀଘ୍ର ପ୍ରମୋସନ ହେବାରେ ସମ୍ଭାବନା ଥାଏ ଏବଂ ବ୍ୟବସାୟ ମଧ୍ୟ ଭଲ ଚାଲେ।

chairs

– ନୀଳ ରଙ୍ଗର ଆସନ କିମ୍ବା କୁସନ ବ୍ୟବହାର କଲେ ଧନ ଆଗମନ ହେବା ସହ ବ୍ୟବସାୟ ବଢେ।

– ବ୍ୟବସାୟ କ୍ଷେତ୍ରରେ ହଳଦିଆ ରଙ୍ଗର କୁସନ ବ୍ୟବହାର କଲେ ରୋଜଗାରରେ ଉପୁଜୁଥିବା ବାଧା ଦୂର ହୋଇଥାଏ। ଏହାଛଡା ଧଳା ରଙ୍ଗର କୁସନ ବ୍ୟବହାର କରିବା ଦ୍ୱାରା କାର୍ଯ୍ୟକ୍ଷେତ୍ରରୁ ସମସ୍ୟା ଦୂର ହୋଇଯାଏ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button