ରାଜ୍ୟ

ସାପ କାମୁଡ଼ାରେ ଶିଶୁକନ୍ୟା ମୃତ, ମାଆ ଗୁରତର – Ibnodisha

[ad_1]

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ସାପ କାମୁଡ଼ା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ରାତିରେ ହରିଚନ୍ଦନପୁର ଅଞ୍ଚଳ ଶଙ୍କରପୁର ଗ୍ରାମର ମା’ ଓ ଶିଶୁ କନ୍ୟା ଏକାଠି ଶୋଇଥିଲେ।

ଏକ ବିଷାକ୍ତ ସାପ କାମୁଡ଼ିବାରୁ ୬ ବର୍ଷ ଶିଶୁ କନ୍ୟା ପ୍ରାଣ ହରାଇଛି। ମା’ ମୀନୁ ବେହେରା ମଧ୍ୟ ଗୁରୁତର ଆହାତ ହୋଇଛନ୍ତି। ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ସୋମବାର ସକାଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଉତ୍ତର-ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button