ଦେଶ

ଭାରତକୁ ଆଉ ୨ଟି ମେଡାଲ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତକ ମିଳି ଆଉ ୨ ପଦକ । ଏସିଆନ୍ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟ୍ସରେ ମହିଳା ଷ୍ଟିପଲଚେଜ୍‌ରେ ଭାରତକୁ ଆଉ ୨ ପଦକ । ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଭାରତକୁ ମିଳିଲା ଗୋଟିଏ ରୌପ୍ୟ ପଦକ ଆଉ ଗୋଟିଏ ବ୍ରୋଞ୍ଜ ପଦକ । ରୌପ୍ୟ ପଦକ ଜିତିଛନ୍ତି ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି । ପୂର୍ବରୁ ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଭାରତର ଅବିନାଶ ସାବଲେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚଳିତ ଏସିଆନ୍ ଗେମ୍ସରେ ଏହା ଥିଲା ଭାରତର ଦ୍ୱାଦଶ ସ୍ୱର୍ଣ୍ଣ ପଦକ ଓ ଆଥଲେଟିକ୍ସ ଇଭେଣ୍ଟରେ ତୃତୀୟ । ପ୍ରଥମ ଭାରତୀୟ ଭାବେ ଅବିନାଶ ସାଲଭେ ଷ୍ଟିପଲଚେଜ୍‌ରେ ଗୋଲ୍ଡ ମେଡାଲ ଜିତିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button