ଖେଳ

ଲଙ୍ଗ ଜମ୍ପରେ ରୌପ୍ୟ – Ibnodisha

[ad_1]

ନୂଆଦିଲ୍ଲୀ: ଏସୀୟ କ୍ରୀଡା ମହିଳା ଲଙ୍ଗ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି । ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଆନ୍ସି ସୋଜନ । ୬.୬୩ ମିଟର ପର୍ଯ୍ୟନ୍ତ ଡେଇଁ ଜିତିଛନ୍ତି ରୌପ୍ୟ ପଦକ । ଏଥି ସହିତ ଭାରତ ତାର ସଫଳତା ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button