ଦେଶ

ବିଟେକ୍ ଆତଙ୍କୀ, ପଢ଼ା ସାରିବା ପରେ ଭାରତରେ ଆକ୍ରମଣ କରିବାକୁ କରିଥିଲେ ଯୋଜନା – Ibnodisha

[ad_1]

ନୂଆଦିଲ୍ଲୀ: ବିଟେକ୍ ପାସ ପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କୀ । ବିଟେକରୁ ଆତଙ୍କୀ ବନିଯାଇଥିଲେ । ବି.ଟେକ୍ କରିବା ପରେ ଭାରତରେ ବିସ୍ଫୋରଣ କରିବାର ଯୋଜନା କରୁଥିଲେ ୩ଆତଙ୍କବାଦୀ। ଗିରଫ କଲା ପୁଲିସ। ପୁଲିସ କହିଛି ଯେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଆଇଏସଆଇଏସ ନେଟୱାର୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ବେଳେ ଆଜି ଗିରଫ ହୋଇଥିବା ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀ ଇଞ୍ଜିନିୟର ଓ ସେମା‌ନେ ବୋମା ତିଆରି କରିବାରେ ପାରଙ୍ଗମ ଥିଲେ ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ୩ ସନ୍ଦିଗ୍ଧ ଆତଙ୍କବାଦୀମାନେ ହେଲେ ମହମ୍ମଦ ଶହନୱାଜ୍, ମହମ୍ମଦ ରିଜୱାନ ଅସରଫ୍ ଓ ମହମ୍ମଦ ଅର୍ସଦ ୱାର୍ସି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button