ରାଜନୀତି
ମୁଖ୍ୟମନ୍ତ୍ରୀ ୧ନମ୍ବର ଜନବିରୋଧୀ – Ibnodisha
[ad_1]
ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ ବିରୋଧୀ ବିବୃତିକୁ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ଜନବିରୋଧୀ କହିଲେ ମୁଖ୍ୟମନ୍ତ୍ରୀ କ’ଣ ବୁଝନ୍ତି ପ୍ରଶ୍ନ କଲେ ନରସିଂହ । ମୁଖ୍ୟମନ୍ତ୍ରୀ ଯଦି ଠିକ ବୁଝୁଥାନ୍ତେ, ତେବେ ସେ ହିଁ ୧ ନମ୍ବର ଜନବିରୋଧୀ । ଯିଏ ସାଧାରଣ ଲୋକଙ୍କ କାମ କରେନି ସେ ଜନବିରୋଧୀ କହିଲେ ନରସିଂହ । ରାଜ୍ୟରେ ଶିକ୍ଷାର ବିକାଶ ହୋଇନି । ବହୁ ଶିକ୍ଷକ ପଦ ଖାଲି ପଡିଛି । ଚାଷୀଙ୍କ ମଧ୍ୟରେ କୌଣସି ଉନ୍ନତି ହୋଇନି । ନିଜ ଦଳର ଲୋକ କୋଟି କୋଟି ଦୁର୍ନୀତି କରିଛନ୍ତି, କେସ ହୋଇନି । ଏତେବ ସବୁ ସତ୍ତ୍ୱେ ସେ କଣ ଜନବିରୋଧୀ ନୁହଁନ୍ତିକି ନରସିଂହ କହିଛନ୍ତି ।
[ad_2]