ରାଜ୍ୟ

ପୋଲ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ, ୨୧ ଜଣଙ୍କ ମୃତ୍ୟୁ – Ibnodisha

[ad_1]

ଇଟାଲି: ଇଟାଲି ଭେନିସରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ । ଯେଉଁଥିରେ ୨ ଜଣ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୨୦ରୁ ଅଧିକ ଲୋକ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ପର୍ଯ୍ୟଟକଙ୍କୁ ନେଇ ଭେନିସ ସହର ଦେଇ ଯାତ୍ରା କରିଥିଲା ବସ୍ । ଏହି ସମୟରେ ହଠାତ ବସଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା । ଯାହାପରେ ବସରେ ନିଆଁ ଲାଗି ଯାଇଥିଲା । ବସରେ ନିଆଁ ଲାଗିବା ଦ୍ବାରା ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button