ଦେଶ

ଲଣ୍ଡନରେ ଖଲିସ୍ତାନୀଙ୍କ ଭାରତ ବିରୋଧି ପ୍ରଦର୍ଶନ : ତ୍ରିରଙ୍ଗାରେ ଲଗାଇଲେ ନିଆଁ – Ibnodisha

[ad_1]

ନୂଆଦିଲ୍ଲୀ: ଲଣ୍ଡନରେ ୨ ଅକ୍ଟୋବର(ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ)ରେ ଏକ ଅପ୍ରତ୍ୟଶିତ ଘଟଣାକ୍ରମ ଦେଖିବାକୁ ମିଳିଛି। ଏଠାରେ ଖଲିସ୍ତାନୀ ସମର୍ଥକମାନେ ଭାରତୀୟ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ହଙ୍ଗମା ଏତେ ବଢିଯାଇଥିଲା ଯେ, ଖଲିସ୍ତାନୀମାନେ ନାଁ କେବଳ ଭାରତୀୟ ତ୍ରିରଙ୍ଗାକୁ ନିଆଁ ଲଗାଇଥିଲେ ବଂର ଘୋର ଅସମ୍ମାନ ମଧ୍ୟ କରିଥିଲେ।

ଆତଙ୍କବାଦୀ ସଂଗଠନ ଶିଖ୍ ଫର ଜଷ୍ଟିସ୍(ଏସ୍ଏଫ୍ଜେ) ସଂଗଠନ ’ଦଳ ଖାଲସା ୟୁକେ’ର ପ୍ରମୁଖ ଲିଡର ଗୁରୁଚରଣ ସିଂହ ଭାରତୀୟ ଜାତୀୟ ପତାକା ଉପରେ ଗୋମୁତ୍ର ପକାଇ ନିଜର ସୀମା ପାର କରିଥିଲା। ଖଲିସ୍ତାନୀମାନେ ଭାରତୀୟଙ୍କ ଭାବନାକୁ ଆହତ କରିବାରେ କୌଣସି ଅଭାବ ରଖିନଥିଲେ। ପରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବ୍ରିଟିସ୍ ଗୋମୁତ୍ର ପିଇବାର ଚ୍ୟାଲେଞ୍ଜ ଦେଇ ସ୍ଥିତି ଉତ୍ତେଜନାମୂଳକ କରିଛନ୍ତି। ଏହି ଅବସରରେ ସେଠାରେ ଥିବା ଜଣେ ଭାରତୀୟ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ସେଠାରେ ଉଠାଇଥିଲେ।
ଏହି ପୁରା ଘଟଣାକ୍ରମରେ ଖଲିସ୍ତାନୀ ଟାଇଗର ଫୋର୍ସର ସଦସ୍ୟ ପରମଜିତ ସିଂହ ପମ୍ମାର ହାତ ଥିବାର ଜଣାପଡିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button