ଖେଳ

କିଶୋରଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା – Ibnodisha

[ad_1]

ନୂଆଦିଲ୍ଲୀ: ଏସୀୟ କ୍ରୀଡାରେ କିଶୋର ଜେନାଙ୍କ ଜବରଦସ୍ତ ପ୍ରଦର୍ଶନ । ଜାଭଲିନ ଥ୍ରୋର ୪ର୍ଥ ଥ୍ରୋରେ ୮୭.୫୪ ମିଟର ଫିଙ୍ଗିଲେ କିଶୋର । ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ପଦକ ଜିତିବା ସମ୍ଭାବନା ଉଜ୍ଜ୍ୱଳ । ଓଡିଆ ପୁଅ କିଶୋର ଜେନାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା । ଟ୍ୱିଟ୍ କରି ସୂଚନା ଦେଲା ଭାରତୀୟ ଆଥଲେଟିକ ମହାସଂଘ ।

 

ଟାଙ୍କିକୁ ଚଢ଼ିଗଲେ ୨ ଜିଲ୍ଲା ପରିଷଦ ସଭ୍ୟା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button