ରାଜ୍ୟ

ପୁଅ ନୁହେଁ, ଝିଅ ହୋଇଥିଲା – Ibnodisha

[ad_1]

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଶିଶୁ ବଦଳ ଅଭିଯୋଗ ଘଟଣା । ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ, ପୁଅ ନୁହେଁ ଝିଅ ହିଁ ହୋଇଥିଲା । ସ୍ପଷ୍ଟ ହେଲା ଅଭିଯୋଗକାରୀ ଯୁବକଙ୍କ ଝିଅ ହୋଇଥିଲା । ଡିଏନଏ ସାମ୍ପଲ ମ୍ୟାଚ କରିଥିବା କହିଲେ ଡିସିପି ପ୍ରତୀକ ସିଂ । ତେବେ କିଛି ଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଏହି ଘଟଣାକୁ ନେଇ ତୁମ୍ବିତୁଫାନ ହୋଇଯାଇଥିଲା । କିନ୍ତୁ ଏହି ଘଟଣାରେ ପୂର୍ଣ୍ଣଚ୍ଛେଦ ପଡିଛି । ଅଭିଯୋଗକାରୀଙ୍କ ଝିଅ ଅଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button