ଅପରାଧ

ମୋବାଇଲ ଟ୍ରାକିଂ କରିବ ବନ କର୍ମଚାରୀ – Ibnodisha

[ad_1]

ଭୁବନେଶ୍ୱର: ସାବଧାନ ଶିକାରୀ । ଏଥର ସାବାଡ ହେବେ ଶିକାରୀ । କାରଣ ମୋବାଇଲ ଟ୍ରାକିଂ କରିବ ବନ କର୍ମଚାରୀ । ଶିକାରୀ ଓ ସନ୍ଦିଗ୍ଧଙ୍କ ମୋବାଇଲ ଟ୍ରାକିଂ କରିପାରିବେ ବନ କର୍ମଚାରୀ । ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲ୍ସ୍ ମଧ୍ୟ ଯାଂଚ କରିବାକୁ ଅନୁମତି ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳି ଚାଳନା ପ୍ରଶିକ୍ଷଣ ଦିଆଯାଉଛି । ୧୦ ଜଣଙ୍କ ପ୍ରଶିକ୍ଷଣ ସରିଛି, ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ଦିଆଯିବ । ୬୯ ତମ ରାଜ୍ୟସ୍ତରୀ ବନମହୋତ୍ସବରେ ପିସିସିଏଫଙ୍କ ସୂଚନା ।

ସିକ୍କିମ ବନ୍ୟା ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button