ରାଜ୍ୟ

ତାମିଲନାଡୁ, କର୍ଣ୍ଣାଟକା ଓ ମହାରାଷ୍ଟ୍ରରେ ରିଲିଜ୍ ‘ପୁଷ୍କରା’ – Ibnodisha

[ad_1]

ଭୁୁବନେଶ୍ୱର: ରାଜ୍ୟରେ ସିନେ ପ୍ରେମୀମାନେ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’କୁ ବହୁତ ପସନ୍ଦ କରିଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ‘ପୁଷ୍କରା’ ଗଣେଶ ପୂଜାରେ ରିଲିଜ ହୋଇଥିବା ବେଳେ ଏବେ ବି ସିନେମା ହଲ୍‌ରେ ହାଉସ୍‌ଫୁଲ୍‌ରେ ଚାଲିଛି।
ଆଜି ‘ପୁଷ୍କରା’ର ସଫଳତାରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ତାମିଲନାଡୁର ରାଜଧାନୀ ଚେନ୍ନାଇ, କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁ ଓ ମହାରାଷ୍ଟ୍ରର ଥାନେରେ ଏହାକୁ ରିଲିଜ୍ କରାଯାଇଛି। ଓଡ଼ିଆ ଦର୍ଶକଙ୍କ ଅନୁରୋଧ କ୍ରମେ ବାହାର ରାଜ୍ୟରେ ଫିଲ୍ମର ରିଲିଜ କରାଯାଇଛି ଓ ପରବର୍ତ୍ତୀ ପର‌୍ୟ୍ୟାୟରେ ଅନ୍ୟ ରାଜ୍ୟରେ ‘ପୁଷ୍କରା’ ରିଲିଜ ହେବ ବୋଲି ପ୍ରଡକ୍ସନ ସଂସ୍ଥା ପକ୍ଷରୁ କୁହାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button