ରାଜ୍ୟ
କଫ ସିରପ୍ ଜବତ, ୩୨ ଗିରଫ – Ibnodisha

[ad_1]
ଭୁବନେଶ୍ୱର: ସମ୍ବଲପୁରରେ ୫ହଜାର ୪ଶହ ବୋତଲ କଫ୍ ସିରପ୍ ଜବତ ହୋଇଛି । ସିଟି ଷ୍ଟେସନ ଅ୍ଚଳରୁ ୩୨ ଜଣଙ୍କୁ ଗିରଫ କଲା ଧନୁପାଲି ପୋଲିସ । ତେବେ ଏହା ସ୍ଥାନୀ ଅଂଚଳରେ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି । ଯାହାର ଖୋଳତାଡ ମଧ୍ୟ ହୋଇଛି । ହେଲେ ଏହା ବାଦ ବି ଏହାକୁ ରୋକାଯାଇପାରୁନି । ଦିନକୁ ଦିନ ଏଭଳି ଘଯଣା ବଢ଼ି ବଢ଼ି ଚାଲିଛି ।
ପ୍ରଦେଶ କଂଗ୍ରେସ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ
The post କଫ ସିରପ୍ ଜବତ, ୩୨ ଗିରଫ appeared first on ONA KHABAR.
[ad_2]