ରାଜ୍ୟ
କପଡା ଗୋଦାମରେ ଜିଏସଟି ରେଡ୍ – Ibnodisha

[ad_1]
ଭୁବନେଶ୍ୱର: ବଲାଙ୍ଗିର ସୁଦପଡ଼ାରେ ଥିବା କପଡା ଦୋକାନରେ ଜିଏସଟି ରେଡ ହୋଇଛି । ସୁଦପଡାରେ ଥିବା ୩ଟି କପଡ଼ା ଗୋଦାମରେ ଜିଏସଟି ରେଡ୍ ହୋଇଛି । ବଡ଼ ଧରଣର ଚଢ଼ାଉରେ ୩ଟି ଟିମ୍ର ୧୭ ଅଫିସର ସାମିଲ ହୋଇ ଏହି ରେଡ କରିଛନ୍ତି ।
ମୋଦୀ ସରକାର ଛାନିଆ କାହିଁକି : କଂଗ୍ରେସ
[ad_2]




