ରାଜନୀତି

ଦାଗୀଙ୍କୁ ଟିକେଟ: କାରଣ କହିବ ପାର୍ଟି – Ibnodisha

[ad_1]

ନୂଆଦିଲ୍ଲୀ: ୫ ରାଜ୍ୟ ସଭା ନିର୍ବାଚନ ଅବସରରେ ବଡ଼ ଘୋଷଣା କଲେ ଇସିଆଇ । ରାଜ୍ୟ ନିର୍ବାଚନ ଅବସରରେ ବଡ଼ ଘୋଷଣା କଲେ ଇସିଆଇ । ପ୍ରେସମିଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୂଚନା । ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି । କାହିଁକି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟିକେଟ ଦିଆଗଲା, ପାର୍ଟି କାରଣ ଦର୍ଶାଇବ । ଅପରାଧିକ ପଅଷ୍ଠଭୂମି ଥିବା ସତ୍ତ୍ୱେ କାହିଁକି ଟିକେଟ ଦେଲେ ଜଣାଇବେ । ତାଙ୍କ ଠାରୁ କଣ ଆଉ ଭଲ ପ୍ରାର୍ଥୀ ପାଇଲେ ନାହିଁ କି ବୋଲି ସ୍ପଷ୍ଟ କରିବେ । ଯଦି ତାଙ୍କ ନାଁରେ କିଛି ମାମଲା ଥିଲେ ଲୋକଙ୍‌କୁ ଅବଗତ କରିବେ ସଂପକ୍ତ ପ୍ରାର୍ଥୀ । ଲୋକଙ୍କ ଅବଗତି ପାଇଁ ୩ ଥର ଖବରକାଗଜରେ ବିଜ୍‌ାପନ ଦେବେ ।

ପୂର୍ବ ସ୍ବାମୀ ଓ ବନ୍ଧୁ ଇନ୍‌ଷ୍ଟା ଆକାଉଣ୍ଟ୍‌ ହ୍ୟାକ୍‌ କରିଥିବା ଅଭିଯୋଗ ଆଣିଲେ ରାକ୍ଷୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button