ରାଜନୀତି
ଓଡ଼ିଶାରେ ଗୁମାସ୍ତା ଶାସନ : ନରସିଂହ – Ibnodisha

[ad_1]
ଭୁବନେଶ୍ୱର : ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ନରସିଂହ ମିଶ୍ର ଙ୍କ ପ୍ରତିକ୍ରିୟା | ଓଡିଶାରେ ବିପର୍ଯ୍ୟସ୍ତ ସ୍ତିସ୍ଥି, ଗୁମାସ୍ତା ଶାସନ ଚାଲିଛି ବୋଲି କହିଲେ ନରସିଂହ | ଏକଛତ୍ରବାଦ ଶାସନ ପାଇଁ ଲୋକ ଭୋଟ ଦେଉନଥିଲେ | ତଥ୍ୟଭିତ୍ତିକ ସମାଲୋଚନା କରିବା ସମସ୍ତଙ୍କ ଅଧିକାର ରହିଛି | ବ୍ଲାକମେଲ ଶବ୍ଦ ଯିଏ ବ୍ୟବହାର କରୁଛନ୍ତି , ସେ ଡିକ୍ସନାରୀ ଦେଖନ୍ତୁ | ଦଳରେ କାହାକୁ ରଖିବେ କାହାକୁ କଢ଼ିବେ ତାଙ୍କ ଦଳ ଉପରେ ନିର୍ଭର |
ବୀଭତ୍ସ ହତ୍ୟାକାଣ୍ଡ; ଘର ଭିତରେ ପଡିଛି ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ
[ad_2]