ଦେଶ

ପାଲେଷ୍ଟାଇନକୁ ଆର୍ôଥକ ଅନୁଦାନ ବନ୍ଦକଲା ଇୟୁ – Ibnodisha

[ad_1]

ବ୍ରସେଲ୍‌ସ : ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିବାରୁ ୟୁରୋପୀୟ ସଂଘ (ଇୟୁ) ପକ୍ଷରୁ ପାଲେଷ୍ଟାଇନକୁ ପ୍ରଦାନ କରାଯାଉଥିବା ଆର୍ôଥକ ଅନୁଦାନକୁ ସ୍ଥଗିତ ରଖାଯାଇଛି । ପାଲେଷ୍ଟାଇନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ୟୁରୋପୀୟ ସଂଘ ପ୍ରତିବର୍ଷ ପାଲେଷ୍ଟାଇନକୁ ୭୨୮ ନିୟୁତ ଡଲାର ଅନୁଦାନ ପ୍ରଦାନ କରିଥାଏ । ଇସ୍ରାଏଲ ବିରୋଧରେ ଏଭଳି ଯୁଦ୍ଧ ଡାକରା ଦେଇଥିବାରୁ ହାମାସ୍ ସଂଗଠନ ଅନୁଦାନ ପାଇବାକୁ ସମ୍ପୂର୍ଣ୍ଣ ଅଯୋଗ୍ୟ ବୋଲି ୟୁରୋପୀୟ ସଂଘ କମିଶନର ଅଲିଭର ଭାରହେଲି କହିଛନ୍ତି । ବର୍ତ୍ତମାନ ସ୍ଥିତି ସମୀକ୍ଷା କରାଯିବାପରେ ଅନୁଦାନ ଦିଆଯିବ କି ନାହିଁ, ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button