ଦେଶ
ଆପ୍ ବିଧାୟକଙ୍କ ଘରେ ଇଡିର ଚଢ଼ାଉ – Ibnodisha

[ad_1]

ଦିଲ୍ଲୀ : ଦିଲ୍ଲୀରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡି ରେଡ୍ । ମନି ଲଣ୍ଡରିଂ ମାମଲାରେ ଅମାନତୁଲ୍ଲାଙ୍କ ଘରେ ଚଢାଉ । ଦିଲ୍ଲୀ ଆଣ୍ଟି କରପସନ ବୁ୍ୟରୋ, ସିବିଆଇର ଏତେଲା ପରେ ଚଢାଉ । ଦିଲ୍ଲୀ ୱାକ୍ଅଫ ବୋର୍ଡ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ।
ସ୍ତ୍ରୀକୁ ମାରି ଫିଙ୍ଗି ଦେଲା ସୈତାନ ସ୍ବାମୀ, ପରେ ଥାନାରେ କଲା ଆତ୍ମସମର୍ପଣ
The post ଆପ୍ ବିଧାୟକଙ୍କ ଘରେ ଇଡିର ଚଢ଼ାଉ appeared first on ONA KHABAR.
[ad_2]



