ଅପରାଧ

ବନ୍ଧା ହେଲା କାହ୍ନୁ ସହଯୋଗୀ ଲକ୍ଷ୍ମଣ – Ibnodisha

[ad_1]

ଭୁବନେଶ୍ୱର: ଠକେଇ ଜାଲିଆତି ଭିଯୋଗରେ ।ଉ ଜଣଙ୍କୁ ବାନ୍ଧିଲା ଏସଟିଏଫ । ମାଲକାନାଗିରିରେ ଭିଯୁକ୍ତ ଲକ୍ଷ୍ମଣ ମାଢ଼ୀକୁ ଗିରଫ କଲା ଏସଟିଏଫ୍ । ଲକ୍ଷ୍ମଣ ଆକାଉଣ୍ଟରେ ୬୦ ଲକ୍ଷ କାରବାର ହୋଇଥିବା ସୂଚନା ମିଳିଛି । ପୂର୍ବରୁ ମାଷ୍ଟର ମାଇଣ୍ଡ କାହ୍ୱୁ ପ୍ରଧାନ ଓ କିଶୋର ମିଶ୍ର ଧରାପଡିଥିଲେ । ମଦ ଦୋକାନ, କ୍ରସର ଲାଇସେନ୍ସ, ବଦଳି ପ୍ରତିଶ୍ରୁତି ଦେଇ ଠକୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button