ଅପରାଧ

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଜାମିନ – Ibnodisha

[ad_1]

ଭୁୁବନେଶ୍ୱର: ବହୁ ଚର୍ଚ୍ଚିତ ଅଚ୍ଚନା ନାଗ ହନିଟ୍ରାପ୍ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଲା ଜାମିନ୍ । ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ୍ । ୨ ଲକ୍ଷ ଟଙ୍କାର ୨ ଜାମିନଦାର ବଦଳରେ ମିଳିଲା ଜାମିନ୍ । ଜାମିନରେ ଜଗବନ୍ଧୁ ନିଜର ପାସପୋର୍ଟ ଦାଖଲ ଲାଗି ସର୍ତ୍ତ । ବ୍ଲାକମେଲିଂ ଓ ଆର୍ଥିକ ହେର୍‌ଫେର୍‌ ମାମଲାରେ ଗିରଫ ହୋଇଛନ୍ତି  । ତାପରେ ତାଙ୍କ ସହଯୋଗ କରିବା ଅଭିଯୋଗରେ ସ୍ୱାମୀ ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କୁ ଗିରଫ କରିଥିଲା ପୋଲିସ । ସେବେଠାରୁ ସମସ୍ତ ଜେଲ୍‌ରେ  । ଏହିକ୍ରମରେ ଆର୍ଥିକ ହେରଫେର୍‌ ନେଇ ଇଡି ମଧ୍ୟ ତଦନ୍ତ କରୁଛି ।

ମମିତା ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଦାବି କଲେ ମା’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button