ଅପରାଧ
ଯୁବକଙ୍କୁ ଛୁରୀ ଭୁସି ହତ୍ୟା – Ibnodisha

[ad_1]
କେନ୍ଦ୍ରପଡା: ସାମାନ୍ୟ ବଚସାରୁ କେନ୍ଦ୍ରାପଡାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ନିକିରାଇ ଥାନା ଧୂମାତଶାସନ କେନାଲ ବନ୍ଧରେ ଯୁବକଙ୍କୁ ଛୁରାମାଡ ହୋଇଛି ।
ସାଙ୍ଗ ହୋଇ ନିଶା ସେବନ କରୁଥିବା ବେଳେ ହୋଇଥିଲା ବଚସା । ଯାହାଫଳରେ ବଚସା ଉଗ୍ରରୂପ ନେଲା । ମୃତ ଯୁବକଙ୍କ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରୁଜୁ ସୂଚନା ।
The post ଯୁବକଙ୍କୁ ଛୁରୀ ଭୁସି ହତ୍ୟା appeared first on ONA KHABAR.
[ad_2]