ରାଜ୍ୟ

ଫିଟୁଛି ଲେଡି ଲୁଟେରା ମୁସ୍କାନର ଗୁମର – Ibnodisha

[ad_1]

ଭୁବନେଶ୍ୱର: ଅକ୍ଟୋବର ୧୪ରେ ଟ୍ରେନ୍ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନକୁ ଗିରଫ କରାଯାଇଛି। ଏହା ପରଠାରୁ ମୁସ୍କାନର ବିଭିନ୍ନ ଗୁମର ଫିଟିବାରେ ଲାଗିଛି। ଏହାରି ଭିତରେ ମୁସ୍କାନର ଭବ୍ୟ ଜୀବନଶୈଳୀର ଅନେକ ଭିଡିଓ ସାମ୍ନାକୁ ଆସିଛି। ଗୋଟିଏ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଯେଉଁଥିରେ ସେ ନିଜର ତିନି ଜଣ ପୁରୁଷ ସହଯୋଗୀଙ୍କ ସହ ଭୁବନେଶ୍ୱରର ଏକ ଡ୍ୟାନ୍ସ ବାରରେ ଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଏହି ଗ୍ୟାଙ୍ଗ ଡ୍ୟାନ୍ସ ବାର ଓ ହୋଟେଲରେ ଲୁଟ୍ କରୁଥିଲେ। ଆଉ ଖାସ କରି ସେହି ଲୋକଙ୍କଠୁ ଲୁଟୁଥିବେ ଯେଉଁମାନେ ବଡବଡିଆ ହୋଇଥିବେ।

ମନ୍ଦିର ପଛପଟୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button