ରାଜ୍ୟ
ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ – Ibnodisha

[ad_1]
ଭୁବନେଶ୍ୱର : ବର୍ଷା-ଅନୁଭବ ବିବାହ ବିଛେଦ ମାମଲାରେ ହାଇକୋର୍ଟଙ୍କ ନୋଟିସ | ସ୍ୱାମୀ ଅନୁଭବଙ୍କ ଆବେଦନ ଅନୁସାରେ ପତ୍ନୀ ବର୍ଷଙ୍କୁ ନୋଟିସ | ପରିବାର ଅଦାଲତକୁ ରେକର୍ଡ ଦାଖଲ ପାଇଁ ମଧ୍ୟ ନିର୍ଦେଶ | ପରିବାର ଅଦାଲତ ବିବାହ ବିଛେଦ ଆବେଦନ ଖାରଜ କରିଥିଲେ | ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ | ଆସନ୍ତା ୯ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ |
ଭାବୁଥିଲେ ଖେଳ ଛାଡ଼ିବେ, ଏବେ ଅଲିମ୍ପିକ୍ସ ଲକ୍ଷ୍ୟ
[ad_2]