ରାଜ୍ୟ

ଆସୁଛି ଲଘୁଚାପ ; ଏଥର ବର୍ଷାରେ ଭିଜିବ ଦଶହରା – Ibnodisha

[ad_1]

ଭୁବନେଶ୍ୱର : ଆସୁଛି ଲଘୁଚାପ। ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ଲଘୁଚାପ ଆସୁଥିବା ନେଇ ଆଇଏମ୍‌‌ଡିଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି। ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଲଘୁଚାପ ସୃଷ୍ଟି ସମ୍ଭାବନା ପରେ ଏ ବର୍ଷ ପୂଜାକୁ ଲଘୁଚାପ ଭସାଇବା ନେଇ ଆଶଙ୍କା ବଢିଛି। ୨୦ରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଦଶହରାରେ ପୂଜା ଭାସିବା ନେଇ ଆଶଙ୍କା କରାଯାଉଛି। ୨୦ ତାରିଖରେ ମହାଷଷ୍ଠୀ,୨୪ରେ ଦଶହରା ଓ ୨୫ରେ ଭସାଣ। ଲଘୁଚାପ ସମ୍ଭାବନା ପରେ ପୂଜା ଭିଜା ଭିଜା ନେଇ ଆଶଙ୍କା କରାଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button