ରାଜ୍ୟ

ଅକ୍ଟୋବର ୨୯ରୁ ଭୁବନେଶ୍ୱର-ଗୌହାଟିକୁ ଉଡିବ ବିମାନ – Ibnodisha

[ad_1]

ଭୁବନେଶ୍ୱର : ଅକ୍ଟୋବର ୨୯ରୁ ଭୁବନେଶ୍ୱର-ଗୌହାଟିକୁ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ୱରରୁ ଦୈନିକ ଗୌହାଟି ଚଳାଚଳ କରିବ ବିମାନ ଏନେଇ ମଙ୍ଗଳବାର ସୂଚନା ମିଳିଛି। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ବିମାନ ଚାଲିବା ଦୈନିକ ୧ଟା୨୫ରେ ଭୁବନେଶ୍ୱର ଛାଡି ୨ଟା୫୫ରେ ପହଞ୍ଚିବ। ୩ଟା୫୦ରେ ଗୌହାଟି ଛାଡି ୫ଟା୨୦ରେ ଭୁବନେଶ୍ୱରରେ ପହଞ୍ଚିବ।

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button