ରାଜ୍ୟ

ଗାଡି ଛାଡି ପଳାଇଲେ ଏଟିଏମ ଲୁଟେରା – Ibnodisha

[ad_1]

ଉଦଳା  : ପୋଲିସ ପିଛା କରିବା ବେଳେ ଗାଡି ଛାଡି ପଳାଇଲେ ଲୁଟେରା । ସୂଚନା ଅନୂଯାୟୀ, ରାଣୀବନ୍ଧ ଗଙ୍ଗା ନଦୀ ବାଉଁଶ ପୋଲ ଉପରେ କାର୍ ଛାଡି ପଳାଇଥିଲେ । ମାସ୍କ ପିନ୍ଧି ୩ରୁ୪ ଜଣ ଦୁର୍ବୃତ୍ତ ନଦୀରେ ପଶି ପଳାଇଥିବା ସୂଚନା ମିଳିଛି । କାରରୁ କଟର ମେସିନ ସ୍ପ୍ରେ ସହ କାଗଜପତ୍ର ପୋଲିସ ଜବତ କରିଛି  । ଗାଡିଟି ଝାରଖଣ୍ଡର ହୋଇଥିବା ସୂଚନା , କାରଟିକୁ ଖୁଣ୍ଟା ଥାନାକୁ ଆଣିଲା ପୋଲିସ । ଲୁଟେରାମାନେ ବାଲେଶ୍ୱରରେ ୨ଟି ଏଟିଏମ ଲୁଟରେ ସମ୍ପୃକ୍ତ ଥିବା ସନ୍ଦେହ । ବାଲେଶ୍ୱର, ଖୁଣ୍ଟା ଓ ଔପଦା ଥାନା ପୋଲିସ କାରକୁ ପିଛା କରିଥିଲା ।

ନିଜର ତଣ୍ଟି କାଟିଲେ ଗଣିତ ଶିକ୍ଷକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button