ଅପରାଧ

୫ ବର୍ଷର ବାଳକକୁ ପଥରରେ ଛେଚି ହତ୍ୟା – Ibnodisha

[ad_1]

ଝରିଗାଁ : ମନ୍ଦିରରେ ପୂଜାରୀ ପୁଅକୁ ପଥରରେ ଛେଚି ନିର୍ମମ ହତ୍ୟା । ପୂଜକ ସମ୍ମୁଖରେ ୫ ବର୍ଷର ପୁଅକୁ ପଥରରେ ଛେଚି ଛେଚି ହତ୍ୟା । ଡାବୁଗାଁ ଥାନା ମଣ୍ଡରା ଗାଁ ସର୍ଗୁଲିପାହାଡରେ ଥିବା ମନ୍ଦିରରେ ହତ୍ୟା । ହତ୍ୟା ପରେ ନାବାଳକର ବାମ ଗୋଡ ଓ ଡାହାଣ ହାତ କାଟିନଲା । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଦିଲ୍ଲୀରେ ଭୂକମ୍ପ ଝଟ୍‌କା

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button