ଦେଶ

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର – Ibnodisha

[ad_1]

ଦିଲ୍ଲୀ : ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର । କ୍ରୀତି ସନ୍ନୋନ ଓ ଆଲିଆ ଭଟ୍ଟ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ଚଳତିତ୍ର ମିମି ପାଇଁ କ୍ରୀତ, ଗଙ୍ଗୁବାଇ କାଥିଆଡ ପାଇଁ ଆଲିଆ ପୁରସ୍କୃତ । ପଙ୍କଜ ତ୍ରିପାଠି ଶ୍ରେଷ୍ଠ ସହଅଭିନେତା , ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ।

ଅଯୋଧ୍ୟା ରାମ ମନ୍ଦିର ଢାଞ୍ଚାରେ ନିର୍ମିତ୍ତ ଦୁର୍ଗା ମଣ୍ଡପର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

 

 

The post ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button