ରାଜ୍ୟ

କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା ବିଚାରାଧୀନ କଏଦୀ – Ibnodisha

[ad_1]

ଭୁବନେଶ୍ୱର: କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ । ଝାରପଡା ଜେଲରୁ ଜଣେ କଏଦୀ କୋର୍ଟ ଆସିଥିବା ବେଳେ ପୋଲିସକୁ ଚକମା ଦେଖାଇ ଫେରାଇ ହୋଇଯାଇଛି । ଫିଲ୍ମ ଷ୍ଟାଇଲିରେ କଏଦୀ ଜଣକ ଆଇନ ଜାଲରୁ ଫେରାର ହୋଇଥିବା ସୂଚନା ମିଳିଛି ।

ଟଏଲେଟ ବାହାନା କରି କଏଦୀ ଜଣଙ୍କ ଫେରାର ହୋଇଥିବା କୁହାଯାଉଛି । ବିଚାରାଧୀନ ଥିବା ଉକ୍ତ କଏଦୀ ଜଣକ ଭୁବନେଶ୍ୱର କୋର୍ଟରୁ ଫେରାର ହୋଇଯାଇଛନ୍ତି । ଅନ୍ୟପଟେ ଫେରାର ହୋଇଯାଇଥିବା ଉକ୍ତ କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସ ଜାରି ହୋଇଛି । ତେବେ ପୋଲିସ ହେପାଜତରୁ କିଭଳି ଜଣେ କଏଦୀ ଫେରାର ହୋଇପାରିଲା ତାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button