ରାଜ୍ୟ
ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ – Ibnodisha

[ad_1]

ଛତ୍ରପୁର : ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଛତ୍ରପୁର ଥାନା ଅଧିନ ଚିକଲଖଣ୍ଡି ପଂଚାୟତ ଅଧିନ ପୁରୁଣାପାଟଣା ଗ୍ରାମ ନିକଟରେ ଥିବା ଶଙ୍ଖବନ୍ଧରେ ବୁଧବାର ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଭାସୁଥିବା ଦେଖିବାକୁ ମିଳିଛି। ତେବେ ମୃତ ବ୍ୟକ୍ତିର ପରିଚୟ ଜଣାପଡି ନାହିଁ। ସୂଚନା ଅନୁସାରେ ଆଜି ସକାଳୁ ପୋଖରୀ କିଛି ଲୋକ ଗାଧୋଇବାକୁ ଆସିଥିବା ବେଳେ ଶବ ଭାସୁ ଥିବା ଦେଖି ଛତ୍ରପୁର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ପୋଖରୀରୁ ଶବକୁ ଉଦ୍ଧାର କରିଛି।
ଟାଟା ପାୱାର ଅନ୍ୟ ରାଜ୍ୟ ତୁଳନାରେ ୪00 ୟୁନିଟ ପର୍ଯନ୍ତ ଗ୍ରାହକ ମାନଙ୍କ ଠାରୁ ଅଧିକା ଶୁଳ୍କ ଆଦାୟ କୁ ବିରୋଧ କରାଯିବ: ବିଦ୍ୟୁତଉପଭୋକ୍ତା ମହାସଂଘ
The post ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ appeared first on ONA KHABAR.
[ad_2]




