ରାଜ୍ୟ

ହାତୀ ଆକ୍ରମଣରେ ଜଣେ ମୃତ – Ibnodisha

[ad_1]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଞ୍ଚଳ ଫୁଲବାରି ଲାଖପଡାରେ ହାତୀ ଆକ୍ରମଣରେ ଜଣକର ଶୋଚନୀୟ ମୃତ୍ଯୁ ହୋଇଛି। ମୃତକ ହେଲେ ବିରଞ୍ଚି କିସାନ।

ସେ ଆଜି ଭୋରରୁ ପରିଶ୍ରା କରିବାକୁ ଘରୁ ବାହାରି ଥିବାବେଳେ ହାତୀ ହାବୁଡରେ ପଡିଥିଲେ। ହାତୀ ତାଙ୍କୁ କଚାଡି ମାରି ଦେଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ହାତୀଟି ଆକ୍ରମଣ କରି ପାଖ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି।

ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ସୌଧ ଉଦ୍‌ଘାଟିତ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button