ରାଜ୍ୟ

କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ – Ibnodisha

[ad_1]

ଅନୁଗୁଳ: ପାଲଲହଡା ବିଇଓ ଅଫିସର ଜେଇ ଗିରଫ  । ଜେଇଇ ପ୍ରସନ୍ନ କୁମାର ପାଣି ଭିଜିଲାନ୍ସ ବିଭାଗ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।  ଫଳରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିଲା । ମୋଟ୍ ୨୬ଟି ପ୍ଲଟ୍ , ୬୪ ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ କରାଯାଇଥିଲା । ୮୩୨ ଗ୍ରାମ୍ ସୁନା ଅଳଙ୍କାର ସହ ନଗଦ ୩.୩୩ ଲକ୍ଷ ଟଙ୍କା ଠାବ କରାଯାଇଥିଲା ।

ପରିବା ବେପାରୀଙ୍କ ଆନ୍ଦୋଳନ ସ୍ଥଗିତ, ଲକ୍ଷ୍ମୀ ପୂଜା ପୂର୍ବରୁ ଦାବି ପୂରଣ ପାଇଁ ମିଳିଲା ପ୍ରତିଶ୍ରୁତି

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button