ଦେଶ

ଆଜି ଦେଶର ସର୍ବୋଚ୍ଚ ତ୍ରିରଙ୍ଗା ଉତ୍ତୋଳନ କରିବେ ଗଡକରୀ – Ibnodisha

[ad_1]

ନୂଆଦିଲ୍ଲୀ: ଆଜି ଦେଶର ସର୍ବୋଚ୍ଚ ଜାତୀୟ ପତାକା ଉତ୍ତୋଳନ କରିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଅମୃତସରରେ । ଏହି ତ୍ରିରଙ୍ଗାକୁ ଆଇସିପି ଅଟାରି ଠାରେ ସ୍ଥାପନ କରାଯାଇଛି । ତ୍ରିରଙ୍ଗାର ଉଚ୍ଚତା ୪୧୮ ଫୁଟ । ଏହା ପାକିସ୍ତାନକୁ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ। ପ୍ରଥମେ ଶ୍ରୀ ହରମନ୍ଦିର ସାହିବରେ ଦର୍ଶନ କରିବା ପରେ ତ୍ରିରଙ୍ଗା ଉତ୍ତୋଳନ କରିବେ ଗଡକରୀ ।

ଗଡକରୀ ପ୍ରଥମେ ଅମୃତସରରେ ପହଞ୍ଚିବେ । ସେଠାରେ ଥିବା ଶ୍ରୀ ହରମନ୍ଦିର ସାହିବରେ ଦର୍ଶନ କରିବା ପରେ ଦିଲ୍ଲୀ-କଟ୍ରା ଏକ୍ସପ୍ରେସୱେର କାର୍ୟ୍ୟର ସମୀକ୍ଷା କରିବେ ଏବଂ ଏହା ପରେ ସେ ହର୍ଷ ଛୀନା ଗ୍ରାମ ନିକଟରେ ଚାଲିଥିବା ଜାତୀୟ ରାଜପଥ କାର୍ୟ୍ୟର ମଧ୍ୟ ସମୀକ୍ଷା କରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button