ରାଜ୍ୟ

କାଲିଠୁ ଗଡିବନି ବସ – Ibnodisha

[ad_1]

ଭୁୁବନେଶ୍ୱର: କାଲିଠୁ ବସ ଧର୍ମଘଟ ଡାକରା । ପୂର୍ବ ସୂଚନା ଅନୁଯାୟୀ ବସ ଧର୍ମଘଟ । ଆସନ୍ତାକାଲି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ବସ ଧର୍ମଘଟ । ବସ୍ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଲା ମାଲିକ ସଂଘ । ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି । ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା । ଅନିଚ୍ଛା ସ୍ୱତ୍ତେ ମଧ୍ୟ ବାଧ୍ୟ ହୋଇ ଧର୍ମଘଟ କରୁଛୁ କହିଲେ ସମ୍ପାଦକ । ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦେ୍ଦଶ୍ୟ ନୁହେଁ, । ଏନେଇ ଯାତ୍ରୀଙ୍କ ଠାରେ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଛନ୍ତି ମାଲିକ ସଂଘ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button